ETV Bharat / city

ଅଙ୍ଗଦାନ କରିଥିବା ପ୍ରିୟଙ୍କାଙ୍କ ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର - cm-naveen

ଅଙ୍ଗଦାନକରିଥିବା ଗଞ୍ଜାମର ସ୍ବର୍ଗତ ପ୍ରିୟଙ୍କାରାଣୀଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଘୋଷଣା । ଅଧିକ ପଢନ୍ତୁ...

ଅଙ୍ଗଦାନ କରିଥିବା ପ୍ରିୟଙ୍କାଙ୍କ ଝିଅର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

author img

By

Published : Feb 6, 2020, 5:00 AM IST

ଭୁବନେଶ୍ବର: ଅଙ୍ଗଦାନ ପରି ମହତ କାର୍ଯ୍ୟ କରିଥିବା ଗଞ୍ଜାମର ସ୍ବର୍ଗତ ପ୍ରିୟଙ୍କାରାଣୀଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ଆପୋଲୋ ହଲ୍ପିଟାଲରେ ଚାଲିଛି ପ୍ରିୟଙ୍କାରାଣୀଙ୍କ ଝିଅର ଚିକିତ୍ସା । ଏହାସହ ସଫଳ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଏସସିବି ମେଡିକାଲର ମେଡିକାଲର ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

ଗତ ୨୭ ତାରିଖରେ ରାଜଧାନୀର ଘରୋଇ ହସ୍ପିଟାଲରେ ସଡକ ଦୁର୍ଘଟଣା ପରେ ସଙ୍କଟାପନ୍ନ ଅବସ୍ଥାରେ ଆଡ଼ମିଟ ହୋଇଥିଲେ ଗଂଜାମ ଜିଲ୍ଲା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ପାତ୍ର । ସୋମବାର ରାତିରେ ବ୍ରେନ ଡେଡ଼ ଯୋଗୁଁ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିଲା । ପରେ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ପ୍ରିୟଙ୍କାଙ୍କ ଅଙ୍ଗଦାନ କରିବେ । ତାପରେ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ପ୍ରିୟଙ୍କାଙ୍କ ଜୀବନ୍ତ ଥିବା ଦୁଇଟି କିଡନୀ କାଢି ତୁରନ୍ତ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ବଡ ମେଡିକାଲ ଆଣି ବରଗଡ଼ ଜିଲ୍ଲା ଅତାବିରାର କିଡନୀ ଫେଲ ରୋଗୀ ଫିରୋଜଙ୍କ ଶରୀରରେ ପ୍ରତିରୋପଣ କରାଗଲା । ଏହି ବିରଳ ଅସ୍ତ୍ରୋପଚାର ୬ ଘଣ୍ଟା ଧରି, ୬ ଜଣ ବିଶେଷଜ୍ଞ ଟିମଙ୍କ ଦ୍ବାରା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

hjhjhjhj

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.