ETV Bharat / city

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ମନରେଗା ଶ୍ରମିକଙ୍କୁ 21 ଦିନର ମଜୁରୀ ଦିଅ - Give MGNREGA workers 21 days' wages

ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ବେକାର ହୋଇ ବସିଛନ୍ତି ମନରେଗା ଶ୍ରମିକ। ତେଣୁ ସେମାନଙ୍କୁ 21 ଦିନର ମଜୁରୀ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

cm letter to pm
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ମନରେଗା ଶ୍ରମିକଙ୍କୁ 21 ଦିନର ମଜୁରୀ ଦିଅ
author img

By

Published : Mar 29, 2020, 9:03 PM IST

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ବେକାର ହୋଇ ବସିଛନ୍ତି ମନରେଗା ଶ୍ରମିକ। 21 ଦିନର ଡାକରାକୁ ଓଡିଶା ପୁରା ସମର୍ଥନ ଦେଇଛି। ହେଲେ ଲକ୍ଷ ଲକ୍ଷ ଶ୍ରମିକ ମଜୁରୀ ହରାଇଛନ୍ତି। କାମ ନ ପାଇ ସେମାନେ ମୁଣ୍ଡରେ ହାତ ଦେଇଛନ୍ତି। ଏଭଳି ସମୟରେ ସେମାନଙ୍କୁ 21 ଦିନର ମଜୁରୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

cm letter to pm, Give MGNREGA workers 21 days' wages
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ମନରେଗା ଶ୍ରମିକଙ୍କୁ 21 ଦିନର ମଜୁରୀ ଦିଅ

ଚିଠିରେ ସେ ଦର୍ଶାଇଛନ୍ତି, ‘ରାଜ୍ୟରେ ପ୍ରାୟ 3 ଲକ୍ଷ 61 ହଜାର 797 ଶ୍ରମିକ ରହିଛନ୍ତି। ଏ ବାବଦରେ ପ୍ରାୟ 380 କୋଟି 39 ଲକ୍ଷ ଟଙ୍କା ଆବଶ୍ୟକ।’ ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.