ETV Bharat / city

ଜମୁଛି ଶିଶିର ସରସ: କପଡା ବ୍ୟାଗ ଦେଉଛି ମହିଳାଙ୍କୁ ପରିଚୟ - cloth made bag

ଭୁବନେଶ୍ବରରେ ଜମୁଛି ଶିଶିର ସରସ ମେଳା । 300 ଷ୍ଟଲ ଭିତରେ ରହିଛି ଏମିତି ଏକ ଷ୍ଟଲ ଯେଉଁଠାରେ 1 କେଜି ବ୍ୟାଗର 50 କେଜି ଜିନିଷ ରହି ପାରୁଥିବା କପଡା ବ୍ୟାଗ ମିଳୁଛି । ଅଧିକ ପଢନ୍ତୁ...

ଜମୁଛି ଶିଶିର ସରସ ମେଳା: କପଡା ବ୍ୟାଗ ଦେଉଛି ମହିଳାଙ୍କୁ ପରିଚୟ

author img

By

Published : Jan 10, 2020, 4:39 AM IST

ଭୁବନେଶ୍ବର: ରାଜଧାନୀରେ ଜୋର ଧରୁଛି 2020 ଶିଶିର ସରସ ମେଳା । ଲୋକେ ଶୀତୁଆ ରାତିରେ ମେଳାର ମଜା ମଧ୍ୟ ଉଠାଉଛନ୍ତି । 300 ଷ୍ଟଲ ଭିତରେ ରହିଛି ଏମିତି ଏକ ଷ୍ଟଲ ଯେଉଁଠାରେ 1 କେଜି ବ୍ୟାଗର 50 କେଜି ଜିନିଷ ରହି ପାରୁଥିବା କପଡା ବ୍ୟାଗ ମିଳୁଛି ।

ଜମୁଛି ଶିଶିର ସରସ ମେଳା: କପଡା ବ୍ୟାଗ ଦେଉଛି ମହିଳାଙ୍କୁ ପରିଚୟ

ଆଉ ଏହାକୁ ତିଆରି କରୁଛନ୍ତି କେବଳ ମହିଳା । କେନ୍ଦ୍ରାପଡା ଜିଲ୍ଲାର ଏକ ମହିଳା ଏସ୍‌ଏସ୍‌ଜି ଗ୍ରୁପ ମିଶି ଏହି କପଡା ବ୍ୟାଗକୁ ତିଆରି କରିବା ସହ ରାଜଧାନୀକୁ ବିକ୍ରି କରିବା ପାଇଁ ପଠାଉଛନ୍ତି । ପ୍ଲାଷ୍ଟିକ ବ୍ୟାନ ହେବା ପରେ ବର୍ତ୍ତମାନ ଲୋକେ ମଧ୍ୟ ଧୀରେ ଧୀରେ ସଚେତନ ହେଉଛନ୍ତି । ଯେଉଁ କାରଣରୁ ଏବେ କପଡା ବ୍ୟାଗର ଚାହିଦା ବଢୁଥିବାର ଦେଖିବାକୁ ମିଳିଛି ।

ଅନ୍ୟପଟେ ଗାଁର ମହିଳା ମଧ୍ୟ ଏଥିରୁ ବେଶ୍ ଭଲ ଦୁଇ ପଇସା ରେଜଗାର କରିପାରୁଥିବାର କହିଛନ୍ତି ବିକ୍ରେତା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରେଡି ଟୁ ଏୟାର।
କପଡା ବ୍ୟାଗ ଦେଲା ମହିଳାଙ୍କୁ ନୂଆ ପରିଚୟ

ରାଜଧାନୀ ଭୁବନେଶ୍ବର ରେ ଜୋର ଧରୁଛି 2020 ଶିଶିରଶରସ ମେଳା । ଲୋକେ ଶୀତୁଆ ରାତି ରେ ମେଳା ର ମଜା ମଧ୍ୟ ଉଠାଉଛନ୍ତି। 300 ଷ୍ଟଲ ଭିତରେ ରହିଛି ଏମିତି ଏକ ଷ୍ଟଲ ଯୋଉଠାରେ 1 କେଜି ବ୍ୟାଗ ରି 50 କେଜି ଜିନିଷ ରହି ପାରୁଥିବା କପଡା ବ୍ୟାଗ ମିଳୁଛି। ଆଉ ସବୁଠାରୁ ବଡ଼ କଥା ହେଲା ଏହି କପଡା ବ୍ୟାଗ ତିଆରି କରୁଛନ୍ତି କେବଳ ମହିଳା। କେନ୍ଦ୍ରାପଡା ଜିଲ୍ଲାର ଏକ ମହିଳା ଏସ ଏସ ଜି ଗ୍ରୁପ ମିଶି ଏହି କପଡା ବ୍ୟାଗ କୁ ତିଆରି କରିବା ସହ ରାଜଧାନୀ କୁ ବିକ୍ରି କରିବା ପାଇଁ ପଠାଇଛନ୍ତି।ପ୍ଲାଷ୍ଟିକ ବ୍ୟାନ ହେବା ପରେ ପରେ ଓ ବର୍ତ୍ତମାନ ଲୋକେ ମଧ୍ୟ ଧୀରେ ଧୀରେ ସଚେତନ ହେବା ଯୋଗୁଁ ଏବେ କପଡା ବ୍ୟାଗ ର ଚାହିଦା ରହିଥିବାର ଦେଖିବା କୁ ମିଳିଛି। ଅନ୍ୟ ପଟେ ଗାଁ ର ମହିଳା ମାନେ ମଧ୍ୟ ବେଶ ଭଲ ଦୁଇ ପଇସା ରେଜଗାର କରିପାରୁଥିବାର କହିଛନ୍ତି ବିକ୍ରେତା।

ବାଇଟ ବିକ୍ରେତା

Body:ରେଡି ଟୁ ଏୟାର।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.