ETV Bharat / city

ସିଏଏ, ଏନଆରସି ପ୍ରତ୍ୟାହାର ଦାବିରେ ଧାରଣା ଦେଇଛି ନାଗରିକ ମଞ୍ଚ

author img

By

Published : Jan 5, 2020, 8:52 AM IST

ରାଜ୍ୟରେ  ସିଏଏ, ଏନଆରସି, ଏନପିଆର ଭଳି ନିୟମକୁ ବିରୋଧ କରି ମଧ୍ୟରାତ୍ରରୁ ନାଗରିକ ମଞ୍ଚ ରାଜଧାନୀର ଗାନ୍ଧୀ ମାର୍ଗରେ ପ୍ରତିବାଦ କରିଛି। ଅଧିକ ପଢନ୍ତୁ...

citizen-mancha-protest-against-caa-nrc-at-gandhi-marga-bhubaneswar
ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାତି ଅଧରେ ଧାରଣାରେ ବସି ପ୍ରତିବାଦ ଜଣାଇଲେ ନାଗରିକ ମଞ୍ଚ । ରାଜ୍ୟରେ ସିଏଏ, ଏନଆରସି, ଏନପିଆର ଭଳି ନିୟମକୁ ଅନେକ ସଂଗଠନ ନିନ୍ଦା କରୁଥିବାବେଳେ ପୁଣି ରାଜଧାନୀରେ ଏହାର ପ୍ରତିବାଦ ଦେଖିବାକୁ ମିଳିଛି ।

ସିଏଏ, ଏନଆରସି ପ୍ରତ୍ୟାହାର ଦାବିରେ ଧାରଣା ଦେଇଛି ନାଗରିକ ମଞ୍ଚ

ରାଜଧାନୀର ଗାନ୍ଧୀ ମାର୍ଗରେ ନାଗରିକ ମଞ୍ଚ ସିଏଏ, ଏନଆରସି ବିରୋଧ କରି ଧାରଣାରେ ବସିଛି । ଭାରତର ସମ୍ବିଧାନକୁ ଭଙ୍ଗ କରାଯାଉଛି । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଜାତି ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଲୋକଙ୍କ ମଧ୍ୟରେ ଆମେ ସମସ୍ତେ କେବଳ ଭାରତୀୟ ବୋଲି ମଞ୍ଚ କହିଛି । ଦେଶରେ କେନ୍ଦ୍ର ସରକାର ନୂତନ ଭାବେ ନାଗରିକ ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକରଣ, ଜାତୀୟ ଜନସଂଖ୍ୟା ପଞ୍ଜିକା ଆଇନ ପ୍ରଣୟନ କରି ଲୋକଙ୍କ ମଧ୍ୟ ଭେଦଭାବ ସୃଷ୍ଟି କରୁଛନ୍ତି ବୋଲି ନାଗରିକ ମଞ୍ଚ ପ୍ରତିବାଦ କରିଛି ।

ସରକାର ଦେଶରୁ ଶିକ୍ଷା,ସ୍ବାସ୍ଥ୍ୟ, ବେକାରୀ ହଟିବ, ଦେଶର ଆର୍ଥିକ ସ୍ଥିତି ଭଲ ରହିବ ତାକୁ ଦୃଷ୍ଟି ନ ଦେଇ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହିଭଳି ନିୟମ ସବୁ ଆଣୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସିଏଏ, ଏନଆରସି ଭଳି ବିଦ୍ବେଷ ସୃଷ୍ଟିକାରୀ ଆଇନକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ନାଗରିକ ମଞ୍ଚ ଦାବି କରିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାତି ଅଧ ରେ ଧାରଣା ରେ ବସି ପ୍ରତିବାଦ ଜଣାଇଲେ ଆମେ ନାଗରିକ ମଞ୍ଚ।

ରାଜ୍ୟ ରେ ଏବେ ବି ସିଏଏ, ଏନଆରସି, ଏନପିଆର ଭଳି ନିୟମ କୁ ଅନେକ ସଙ୍ଘଠନ ନିନ୍ଦା କରୁଥିବା ବେଳେ ଆଜି ପୁଣି ରାଜଧାନୀ ରେ ଏହାର ପ୍ରତିବାଦ ଦେଖିବା କୁ ମିଳିଛି। ସରକାର ଯାହା ଦେଶ ର ଉନ୍ନତି ପାଇଁ ଦରକାର ସେ ଭଳି ନିୟମ କୁ ନ ଆଣି କୀଭଳି ଲୋକଙ୍କ ଭିତରେ ଭେଦଭାବ ବଢିବ ତା ଉପରେ ଧ୍ୟାନ ଦେଉଛି ବୋଲି ସଙ୍ଘ ମତ ରଖିଛି। କୀଭଳି ଦେଶ ରୁ ବେକାରୀ ହଟିବ, ଦେଶ ର ଆର୍ଥିକ ସ୍ତିତି ଭଲ ରହିବ ତାକୁ ଦୃଷ୍ଟି ନ ଦେଇ ଲୋକଙ୍କୁ ଭୁଆଁ ବୁଲାଇ ବାଇବା ପାଇଁ ଏହି ଭଳି ନିୟମ ସବୁ ଆଣୁଛନ୍ତି। ଆଜି ଏହାର ପ୍ରତିବାଦ ରେ ଆମେ ବି ନାଗରିକ ମଞ୍ଚ ରାଜଧାନୀ ର ଗାନ୍ଧୀ ମାର୍ଗ ରେ ଅଧ ରାତି ରେ ବି ନିଜର ପ୍ରତିବାଦ ଜଣାଇଛି।

ବାଇଟ ପ୍ରତିବାଦକାରୀ

Body:Ready to air

ରାତି ଅଧ ରେ ଧାରଣା ରେ ବସି ପ୍ରତିବାଦ ଜଣାଇଲେ ଆମେ ନାଗରିକ ମଞ୍ଚ।

ରାଜ୍ୟ ରେ ଏବେ ବି ସିଏଏ, ଏନଆରସି, ଏନପିଆର ଭଳି ନିୟମ କୁ ଅନେକ ସଙ୍ଘଠନ ନିନ୍ଦା କରୁଥିବା ବେଳେ ଆଜି ପୁଣି ରାଜଧାନୀ ରେ ଏହାର ପ୍ରତିବାଦ ଦେଖିବା କୁ ମିଳିଛି। ସରକାର ଯାହା ଦେଶ ର ଉନ୍ନତି ପାଇଁ ଦରକାର ସେ ଭଳି ନିୟମ କୁ ନ ଆଣି କୀଭଳି ଲୋକଙ୍କ ଭିତରେ ଭେଦଭାବ ବଢିବ ତା ଉପରେ ଧ୍ୟାନ ଦେଉଛି ବୋଲି ସଙ୍ଘ ମତ ରଖିଛି। କୀଭଳି ଦେଶ ରୁ ବେକାରୀ ହଟିବ, ଦେଶ ର ଆର୍ଥିକ ସ୍ତିତି ଭଲ ରହିବ ତାକୁ ଦୃଷ୍ଟି ନ ଦେଇ ଲୋକଙ୍କୁ ଭୁଆଁ ବୁଲାଇ ବାଇବା ପାଇଁ ଏହି ଭଳି ନିୟମ ସବୁ ଆଣୁଛନ୍ତି। ଆଜି ଏହାର ପ୍ରତିବାଦ ରେ ଆମେ ବି ନାଗରିକ ମଞ୍ଚ ରାଜଧାନୀ ର ଗାନ୍ଧୀ ମାର୍ଗ ରେ ଅଧ ରାତି ରେ ବି ନିଜର ପ୍ରତିବାଦ ଜଣାଇଛି।

ବାଇଟ ପ୍ରତିବାଦକାରୀ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.