ETV Bharat / city

CHSE RESULT: ମୂଲ୍ୟାୟନ ପାଇଁ ମାଟ୍ରିକ ମାର୍କ ଶ୍ରେଷ୍ଠ ଆଧାର! - ଯୁକ୍ତ ଦୁଇ ମୂଲ୍ୟାଙ୍କନ ନେଇ CHSE ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା

ଯୁକ୍ତ 2 ମୂଲ୍ୟାୟନ ନେଇ ବାହାରି ପାରୁନି ନିଷ୍କର୍ସ । ଏନେଇ ପ୍ରତିକ୍ରିୟା ରଖିଲେ CHSE ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ । ମୂଲ୍ୟାୟନ ପାଇଁ ମାଟ୍ରିକ ମାର୍କ ହୋଇପାରେ ଶ୍ରେଷ୍ଠ ଆଧାର । ଅଧିକ ପଢନ୍ତୁ...

sd
CHSE RESULT: ମୂଲ୍ୟାୟନ ପାଇଁ ମାଟ୍ରିକ ମାର୍କ ଶ୍ରେଷ୍ଠ ଆଧାର!
author img

By

Published : Jun 17, 2021, 1:20 PM IST

ଭୁବନେଶ୍ବର: ଯୁକ୍ତ 2 ମୂଲ୍ୟାଙ୍କନ ନେଇ ବାହାରି ପାରୁନି ନିଷ୍କର୍ସ । ଘନ ଘନ ବୈଠକ ବସିବା ପରେ ବି ଚୂଡାନ୍ତି ନିଷ୍ପତ୍ତି ନିଆଯାଇ ପାରୁନାହିଁ । ଆଜି(ଗୁରୁବାର) ପୁଣି ବିଶେଷଜ୍ଞ କମିଟିର ବୈଠକ ବସିବାକୁ ଥିବାବେଳେ ମୂଲ୍ୟାୟନ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ତୁଷାରକାନ୍ତ ତ୍ରିପାଠୀ । ମୂଲ୍ୟାୟନ ପାଇଁ ମାଟ୍ରିକ ମାର୍କ ହୋଇପାରେ ଶ୍ରେଷ୍ଠ ଆଧାର ।

CHSE RESULT: ମୂଲ୍ୟାୟନ ପାଇଁ ମାଟ୍ରିକ ମାର୍କ ଶ୍ରେଷ୍ଠ ଆଧାର!

CHSE ଉପାଧ୍ୟକ୍ଷଙ୍କ କହିଛନ୍ତି ଯେ ମୂଲ୍ୟାଙ୍କନ ପାଇଁ ମାଟ୍ରିକ ମାର୍କ ଶ୍ରେଷ୍ଠ ଆଧାର । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଆଜି ବୈଷୟିକ କମିଟି ରିପୋର୍ଟ ଦେବେ । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ଏହାପରେ ସରକାର ଶେଷ ନିଷ୍ପତି ନେବେ । ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଏକ ପାରାମିଟର ରହିବ । ଆଜି ଯେଉଁ କମିଟିର ବୈଠକ ବସିବାର ଥିଲା ଏନେଇ କିଛି ବିଶେଷଜ୍ଞମାନଙ୍କର ଚୂଡାନ୍ତ ମତ କଣ୍ଟ୍ରୋଲର ଲୋଡିଛନ୍ତି ବୋଲି ଉପାଧ୍ୟକ୍ଷ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.