ETV Bharat / city

ଆଜିଠୁ ଯୁକ୍ତ 2 ପରୀକ୍ଷା ଆରମ୍ଭ - ଯୁକ୍ତ 2 ପରୀକ୍ଷା

ଆଜି ଠାରୁ ଚଳିତ ବର୍ଷର ଯୁକ୍ତ 2 ପରୀକ୍ଷା ଆରମ୍ଭ । ପରୀକ୍ଷା ଦେବେ ରାଜ୍ୟର ମୋଟ 3 ଲକ୍ଷ ଛାତ୍ରଛାତ୍ରୀ । ଶୃଙ୍ଖଳିତ ପରୀକ୍ଷା ପାଇଁ ସିସିଟିଭି ସହ 2 ଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଚେକିଂ କରାଯିବ ।

ଆଜି ଠୁ ଯୁକ୍ତ 2 ପରୀକ୍ଷା ଆରମ୍ଭ
ଆଜି ଠୁ ଯୁକ୍ତ 2 ପରୀକ୍ଷା ଆରମ୍ଭ
author img

By

Published : Mar 3, 2020, 7:31 AM IST

Updated : Mar 3, 2020, 7:49 AM IST

ଭୁବନେଶ୍ବର: ଆଜିଠୁ ଚଳିତ ବର୍ଷ ଯୁକ୍ତ 2 ପରୀକ୍ଷା ଆରମ୍ଭ । ରାଜ୍ୟର ମୋଟ ସାଢେ 3 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଶୃଙ୍ଖଳିତ ଓ କପି ମୁକ୍ତ ପରୀକ୍ଷା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି । ଏଥର 2ଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଚେକିଂ କରାଯିବ ।

1 ହଜାର 143ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ନ ନେବାକୁ ନିର୍ଦ୍ଦେଶ ରହିଛି । ଏହା ସହ ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନ ପତ୍ରରେ କୌଣସି ଚିହ୍ନ ରହିବ ନାହିଁ । ନଚେତ ଏହାକୁ କପି ବୋଲି ଧରାଯିବ ।

ଏଥର କଳାରେ ପରୀକ୍ଷା ଦେବେ 2 ଲକ୍ଷ 20 ହଜାର 437, ବିଜ୍ଞାନରେ ପରୀକ୍ଷା 97 ହଜାର 546 ଓ ବାଣିଜ୍ୟରେ 25 ହଜାର 785 ଓ ଧନ୍ଦାମୂଳକ ପରୀକ୍ଷାରେ 7 ହଜାର 032 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 3, 2020, 7:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.