ETV Bharat / city

କାହିଁକି ବିସ୍ତାରବାଦୀ ଡ୍ରାଗନ ଟାର୍ଗେଟରେ ଭାରତର 10 ହଜାର ବ୍ୟକ୍ତି ?

ଚୀନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଥିବାବେଳେ, ଚାଲାକ ଡ୍ରାଗନର ଆଉ ଏକ ସଂଘାତିକ ଷଡଯନ୍ତ୍ରର ହୋଇଛି ପର୍ଦ୍ଦାଫାଶ । କାହିଁକି ଭାରତର 10 ହଜାର ଲୋକଙ୍କ ଉପରେ ଛଞ୍ଚାଣ ନଜର ରଖିଛି ଚୀନ । ଏନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ଆଇଟି ବିଶେଷଜ୍ଞ ତଥା ଅଭିନେତା ଚନ୍ଦନ କର । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Sep 15, 2020, 11:15 PM IST

କାହିଁକି ବିସ୍ତାରବାଦୀ ଡ୍ରାଗନ ଟାର୍ଗେଟରେ ଭାରତର 10 ହଜାର ବ୍ୟକ୍ତି ?
କାହିଁକି ବିସ୍ତାରବାଦୀ ଡ୍ରାଗନ ଟାର୍ଗେଟରେ ଭାରତର 10 ହଜାର ବ୍ୟକ୍ତି ?

ହାଇଦ୍ରାବାଦ: ଚୀନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଥିବାବେଳେ, ଚାଲାକ ଡ୍ରାଗନର ଆଉ ଏକ ସଂଘାତିକ ଷଡଯନ୍ତ୍ରର ହୋଇଛି ପର୍ଦ୍ଦାଫାଶ । ବିସ୍ତାରବାଦୀ ଚୀନ ଲଦାଖରେ ଯୁଦ୍ଧଂଦେହି ଡାକରା ଦେଇଥିବାବେଳେ ଭାରତ ଭିତରେ ଗୁଇନ୍ଦାଗିରି ଆରମ୍ଭ କରିଛି । ଚୀନ ଭାରତର ପ୍ରାୟ 10 ହଜାର ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । କାହିଁକି ଓ କଣ ପାଇଁ ଏହି ଲୋକଙ୍କ ଉପରେ ରହିଛି ଚୀନର ନଜର ? ଏନେଇ ଆଲୋଚନା ପାଇଁ ଆମ ସହ ଅଛନ୍ତି ଆଇଟି ବିଶେଷଜ୍ଞ ତଥା ଅଭିନେତା ଚନ୍ଦନ କର ।

ହାଇବ୍ରିଡ ଓ୍ବାର ମାନେ ସୂଚନା ଯୁଦ୍ଧ । କୌଣସି ଏକ ଦେଶର ବିଶିଷ୍ଟ ଲୋକଙ୍କ ଗୋପନୀୟ ତଥ୍ୟ ସଂଗ୍ରହ କରିବାକୁ ସୂଚନା ଯୁଦ୍ଧ କୁହାଯାଏ । ଏହା ଦ୍ବାରା ସହଜରେ ସେହି ଦେଶର ଜନମତକୁ ପ୍ରଭାବିତ କରିବା ସହିତ ସରକାରଙ୍କୁ ନିୟନ୍ତ୍ରଣରେ ରଖାଯାଇପାରେ ।

ତେବେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଶ୍ନ ଉଠିଛି କଣ ଚାହୁଁଛି ଚୀନ, ଜନମତକୁ ପ୍ରଭାବିତ କରୁବାକୁ କାହିଁକି ଚାହୁଁଛି ଚୀନ ? କଣ ସରକାରଙ୍କୁ ହାତମୁଠାରେ ନଚାଇବାକୁ ଆରମ୍ଭ କରିଛି ନୂଆ ଷଡଯନ୍ତ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.