ETV Bharat / city

ମାନସିକ ବିକାରଗ୍ରସ୍ତଙ୍କ ସହିତ ଦୀପାବଳି ପାଳିଲେ ମୁଖ୍ୟ ଶାସନ ସଚିବ - chief secretary celebrate diwali

ମାନସିକ ବିକାରଗ୍ରସ୍ତ ପିଲାଙ୍କ ସହିତ ମିଶି ଦୀପାବଳି ପାଳିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେମାନଙ୍କ ସାଙ୍ଗରେ ଦୀପ ଜାଳି, ବାଣ ଫୁଟାଇବା ସହିତ ସେମାନଙ୍କୁ ମିଠା ବାଣ୍ଟି ଦୀପାବଳିର ଶୁଭକାମନା ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 27, 2019, 7:17 PM IST

ଭୁବନେଶ୍ବର: ମାନସିକ ବିକାରଗ୍ରସ୍ତ ପିଲାଙ୍କ ସହିତ ମିଶି ଦୀପାବଳି ପାଳିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେମାନଙ୍କ ସାଙ୍ଗରେ ଦୀପ ଜାଳି, ବାଣ ଫୁଟାଇବା ସହିତ ସେମାନଙ୍କୁ ମିଠା ବାଣ୍ଟି ଦୀପାବଳିର ଶୁଭକାମନା ଜଣାଇଲେ ସେ ।

ମାନସିକ ବିକାରଗ୍ରସ୍ତ ପିଲାଙ୍କ ସହିତ ଦୀପାବଳି ପାଳିଲେ ମୁଖ୍ୟ ଶାସନ ସଚିବ

ସ୍ଥାନୀୟ ଜୟଦେବ ବିହାର ଅଞ୍ଚଳରେ ଥିବା ଚେତନା ନାମକ ଅନୁଷ୍ଠାନକୁ ଅପରାହ୍ନରେ ଭ୍ରମଣ କରିବା ସହ ସେମାନଙ୍କ ସହିତ ଖୁସି ମନାଇଥିଲେ । ଏହି ଅବସରରେ ସେ ଏକ ନିଆରା ଅନୁଭୂତି ସାଉଁଟିଥିବା କହିଛନ୍ତି । ଏହା ଦ୍ବାରା ସେମାନଙ୍କ ବିଷୟରେ ଅଧିକ ଜାଣି ପାରିବା ସହିତ ତାଙ୍କର ସୁଖଦୁଃଖରେ ସାମିଲ ହେବାର ସୁଯୋଗ ମିଳିଲା ବୋଲି ମଧ୍ୟ ସେ କହିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀ ମାନଙ୍କୁ ଦୀପାବଳି ଘରେ ନ ପାଳି ବିଭିନ୍ନ ଦିବ୍ୟାଙ୍ଗ ଓ ଅନାଥାଶ୍ରମ ମାନଙ୍କରେ ପାଳିବାକୁ ନିର୍ଦେଶ ଦେଇଥିଲେ । ସେମାନଙ୍କ ସହିତ ମିଶିବା ସହ ତାଙ୍କ ମୁହଁରେ ହସ ଫୁଟାଇବା ପ୍ରକୃତ ଆନନ୍ଦ ବାଣ୍ଟିବାର ପର୍ବ ବୋଲି ସେ କହିଥିଲେ । ତେଣୁ ବିଭିନ୍ନ ଅଧିକାରୀ ଓ ନେତାମାନେ ଏହିଭଳି ଅନୁଷ୍ଠାନମାନଙ୍କରେ ଯାଇ ଦୀପାବଳି ପାଳନ କରୁଥିବା ଜଣାଯାଇଛି । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଖଣ୍ଡଗିରି ଅଞ୍ଚଳରେ ଥିବା ଏସଓଏସ ଅନାଥାଶ୍ରମରେ ଦୀପାବଳି ପାଳନ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ମାନସିକ ଅନଗ୍ରସର ପିଲାଙ୍କ ସହିତ ମିଶି ଦୀପାବଳି ପାଳିଲେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ।ସେମାନଙ୍କ ସାଙ୍ଗରେ ଦୀପ ଜାଳି,ବାଣ ଫୁଟାଇବା ସହିତ ସେମାନଙ୍କୁ ମିଠା ବାଣ୍ଟି ଦୀପାବଳିର ଶୁଭକାମନା ଜଣାଇଛନ୍ତି।

Body:ସ୍ଥାନୀୟ ଜୟଦେବ ବିହାର ଅଞ୍ଚଳରେ ଥିବା ଚେତନା ନାମକ ଏହି ଅନୁଷ୍ଠାନ କୁ ଅପରାହ୍ନ ରେ ଭ୍ରମଣ ରେ ଆସିବା ସହିତ ସେମାନଙ୍କ ସହିତ ଖୁସି ମନାଇଥିଲେ।ଏହି ଅବସରରେ ଶ୍ରୀ ତ୍ରିପାଠୀ ଏକ ନିଆରା ଅନୁଭୂତି ସାଉଁଟିଥିବା କହିଛନ୍ତି।ଏହା ଦ୍ବାରା ସେମାନଙ୍କ ବିଷୟରେ ଅଧିକ ଜାଣି ପାରିବେ ସହିତ ତାଙ୍କର ସୁଖ ଦୁଃଖର ସାମିଲ ହେବାର ସୁଯୋଗ ମିଳିବ ବୋଲି ଏ କହିଛନ୍ତି।
ସୂଚନାଯୋଗ୍ୟ କି ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀ ମାନଙ୍କୁ ଦୀପାବଳି ଘରେ ନ ପାଳି ବିଭିନ୍ନ ଭିନ୍ନକ୍ଷମ ଓ ଅନାଥାଶ୍ରମ ମାନଙ୍କରେ ପାଳିବାକୁ ନିର୍ଦେଶ ଦେଇଥିଲେ।ସେମାନଙ୍କ ସହିତ ମିଶିବା ସହ ତାଙ୍କ ମୁହଁରେ ହସ ଫୁଟାଇବା ପ୍ରକୃତ ଆନନ୍ଦ ବାଣ୍ଟିବାର ପର୍ବ ବୋଲି ସେ କହିଥିଲେ।ତେଣୁ ବିଭିନ୍ନ ଅଧିକାରୀ ଓ ନେତାମାନେ ଏହିଭଳି ଅନୁଷ୍ଠାନମାନଙ୍କରେ ଯାଇ ଦୀପାବଳି ପାଳନ କରୁଥିବା ଜଣାଯାଇଛି।ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଖଣ୍ଡଗିରି ଅଞ୍ଚଳରେ ଥିବା ଏସଓଏସ ଅନାଥାଶ୍ରମରେ ଦୀପାବଳି ପାଳନ କରୁଥିବା ଜଣାପଡିଛି।
ବାଇଟ-ଅସିତ ତ୍ରିପାଠୀ,ମୁଖ୍ୟ ସାଶନ ସଚିବ,
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.