ETV Bharat / city

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

author img

By

Published : May 27, 2021, 2:08 PM IST

Updated : May 27, 2021, 4:08 PM IST

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ । ଅପରାହ୍ନରେ କ୍ଷତିଗ୍ରସ୍ତଙ୍କ ଲାଗି ସହାୟତା ପ୍ୟାକେଜ ଘୋଷଣା କରିବେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଅକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ । ବାତ୍ୟା ୟସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର କ୍ଷୟକ୍ଷତିକୁ ଅକାଶମାର୍ଗରୁ ପରିଦର୍ଶନ କରିଛନ୍ତି ନବୀନ । ମଧ୍ୟାହ୍ନ 12ଟା 30ରୁ ନବୀନ ନିବାସରୁ ବାହାରି 1.30ରେ ଫେରିଛନ୍ତି । ଅପରାହ୍ନରେ କ୍ଷତିଗ୍ରସ୍ତଙ୍କ ଲାଗି ସହୟତା ପ୍ୟାକେଜ ଘୋଷଣା କରିବେ ରାଜ୍ୟ ସରକାର ।

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ପ୍ରକାଶ ଥାଉ କି ଗତକାଲି ବାତ୍ୟା ୟସ ବାଲେଶ୍ବରର ବାହାନଗାରେ ସ୍ଥଳଭାଗ ଛୁଇଁଥିଲା । ପ୍ରଭାବରେ ଲଗାଣ ବର୍ଷା ଓ ପବନରେ ଅନେକ ଘର ଭାଙ୍ଗିବା ସହିତ ଗଛ ଉପୁଡିଛି । ସେପଟେ ଅଧିକାଂଶ ଚାଷ ଜମିରେ ସମୁଦ୍ର ପାଣି ମାଡିଯିବା ହେତୁ ବ୍ୟାପକ କ୍ଷତି ଘଟିଛି । ତେଣୁ କ୍ଷତିଗ୍ରସ୍ତଙ୍କ ଲାଗି ଆର୍ଥିକ ପ୍ୟାକେଜର ଆବଶ୍ୟକତା ରହିଛି । ତେଣୁ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷୟକ୍ଷତିର ଆକଳନ କରିବା ଫେରିବା ପରେ କ୍ଷତିଗ୍ରସ୍ତଙ୍କ ଲାଗି ସହାୟତା ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 27, 2021, 4:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.