ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଓଡିଶାବାସୀଙ୍କ ଆଗରେ ଅନେକ ପ୍ରଶ୍ନ ଉଠୁଛି: ପ୍ରଦୀପ ପୁରୋହିତ

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଓଡିଶାବାସୀଙ୍କ ଆଗରେ ଅନେକ ପ୍ରଶ୍ନ ଛିଡ଼ା କରୁଛି । ତାର ଉତ୍ତର ଜନସାଧାରଣଙ୍କ ପାଖରେ ବିଜୁ ଜନତା ଦଳର ସରକାର ରଖିବା କଥା । ଆଜି ଏହା କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

author img

By

Published : Jun 18, 2022, 10:04 PM IST

ପ୍ରଦୀପ ପୁରୋହିତ
ପ୍ରଦୀପ ପୁରୋହିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଓଡିଶାବାସୀଙ୍କ ଆଗରେ ଅନେକ ପ୍ରଶ୍ନ ଛିଡ଼ା କରୁଛି। ତାର ଉତ୍ତର ଜନସାଧାରଣଙ୍କ ପାଖରେ ବିଜୁ ଜନତ ଦଳର ସରକାର ରଖିବା କଥା । ଆଜି ଏହା କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଓଡିଶାବାସୀଙ୍କ ଆଗରେ ଅନେକ ପ୍ରଶ୍ନ ଉଠୁଛି: ପ୍ରଦୀପ ପୁରୋହିତ

ପ୍ରଦୀପ କହିଛନ୍ତି ଅତୀତରେ ମେକ ଇନ ଓଡିଶା ନାଁରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ମନ୍ତ୍ରୀ, ସଚିବ ମାନେ ବିଦେଶ ଯାଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଅନେକ ଅର୍ଥ ଖର୍ଚ୍ଚ କରି କହିଲେ ଓଡ଼ିଶା ପୁଞ୍ଜି ନିବେଶ ହେବ। ହେଲେ ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପୁଞ୍ଜି ନିବେଶ ହେଲା ନାହିଁ। ଏହା ସହ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ ମନ୍ତ୍ରୀ ମାନଙ୍କୁ ସାଙ୍ଗରେ ନନେଇ ସଚିବ ମାନଙ୍କୁ କାହିଁ ସାଙ୍ଗରେ ନେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ପୁରୋହିତ।

ବୋଧେ ନିଜ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ଉପରେ ନବୀନଙ୍କ ବିଶ୍ଵାସ ନାହିଁ। ଏମିତି କାର୍ଯ୍ୟକ୍ରମରେ କାହିଁ ଶିଳ୍ପ ମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ସାଙ୍ଗରେ ନ ନେବା ମନ୍ତ୍ରୀମାନଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.