ETV Bharat / city

ଅକାଳରେ ଚାଲିଗଲେ ଅରିନ୍ଦମ, ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ - ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

କଟକ ମୁଣ୍ଡଳୀରେ ହାତୀକୁ ଉଦ୍ଧାର କରିବା ବେଳେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଅକଳାରେ ଓଟିଭି ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଛି । ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସଭିଏଁ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଅଧିକ ପଢ଼ନ୍ତୁ...

ଅକାଳରେ ଚାଲିଗଲେ ଅରିନ୍ଦ, ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ଶୋକ ପ୍ରକାଶ

author img

By

Published : Sep 24, 2021, 4:16 PM IST

Updated : Sep 24, 2021, 5:03 PM IST

ଭୁବନେଶ୍ବର: କଟକ ମୁଣ୍ଡୁଳୀରେ ହାତୀକୁ ଉଦ୍ଧାର କରିବା ବେଳେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଅକଳାରେ ଓଟିଭି ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ଦେହାନ୍ତ ହୋଇଛି । ଏହି ଘଟଣା ବର୍ତ୍ତମାନ ରାଜ୍ୟ ସାମ୍ବାଦିକତା କ୍ଷେତ୍ରକୁ ସ୍ତବ୍ଧ କରି ଦେଇଛି । ଜଣେ ସାହାସୀ ସାମ୍ବାଦିକ ଭାବରେ ସାରା ରାଜ୍ୟରେ ବେସ୍‌ ଖ୍ୟାତି ଅର୍ଜନ କରିଥିଲେ ଅରିନ୍ଦମ । ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସଭିଏଁ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

  • କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।

    — Naveen Patnaik (@Naveen_Odisha) September 24, 2021 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ, "କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।"

  • ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ୍ ହୋଇଛି । pic.twitter.com/ldm2K1n73N

    — Dharmendra Pradhan (@dpradhanbjp) September 24, 2021 " class="align-text-top noRightClick twitterSection" data=" ">

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି ଯେ, "ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ହୋଇଛି । ଏହି ଦୁଃଖଦ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ ହୋଇଛି ।"

  • ଓ ଟିଭି ରିପୋର୍ଟର ଅରିନ୍ଦମ ଦାଶ ଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ,ସେ ଜଣେ ଉତ୍ତମ ସ୍ୱଭାବର ବ୍ୟକ୍ତିତ୍ଵ ଥିଲେ, ଭଗବାନ ତାଙ୍କ ଆତ୍ମା କୁ ସତ୍ଗତି ପ୍ରଦାନ କରନ୍ତୁ @otvnews @otvkhabar #otv

    — Pradeep Majhi/ ପ୍ରଦୀପ ମାଝୀ (@iycpradeep) September 24, 2021 " class="align-text-top noRightClick twitterSection" data=" ">

ସେପଟେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ମଧ୍ୟ ଅରିନ୍ଦମଙ୍କ ଦେହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍‌ କରିଛନ୍ତି ଯେ, "ଓଟିଭି ରିପୋର୍ଟର ଅରିନ୍ଦମ ଦାଶଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି, ସେ ଜଣେ ଉତ୍ତମ ସ୍ୱଭାବର ବ୍ୟକ୍ତିତ୍ଵ ଥିଲେ, ଭଗବାନ ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ।"

  • Deeply anguished by the boat tragedy which, despite safety precautions, took the life of @otvnews' intrepid chief reporter Arindam Das while covering an ODRAF elephant rescue. He was & is a hero. My deepest condolences to his family & prayers for the injured & missing
    Om Shanti🙏 pic.twitter.com/SebUVfREN4

    — Baijayant Jay Panda (@PandaJay) September 24, 2021 " class="align-text-top noRightClick twitterSection" data=" ">

ବିଜେପିର ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା ସହାସୀ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ମନେ ପକାଇବା ସହ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, "ମୁଣ୍ଡୁଳିରେ ବୋଟ୍‌ ଦୁର୍ଘଟଣା ନେଇ ମୁଁ ସ୍ତବ୍ଧ । ସମସ୍ତ ସୁରକ୍ଷା ସତ୍ତ୍ବେ ହାତୀ ଉଦ୍ଧାର କରିବା ଖବର ସଂଗ୍ରହ ବେଳେ ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଛି । ସେ ଜଣେ ହିରୋ ଥିଲେ ଓ ହିରୋ ରହିବେ । ଏହି ଦୁଃଖଦ ଘଟଣା ମୁଁ ତାଙ୍କ ପରିବାର ପାଇଁ ସମବେଦନା ଜଣାଉଛି ।"

  • ଦୁଃଖିତ ଓ ମର୍ମାହତ 😭😭😭
    ଶବ୍ଦ ନାହିଁ ଲେଖିବା ପାଇଁ...
    ଅମର ଆତ୍ମାର ସଦ୍ଗତି କାମନା କରୁଛି. pic.twitter.com/V2KsJHloDL

    — Samir Ranjan Dash (@samirdash01) September 24, 2021 " class="align-text-top noRightClick twitterSection" data=" ">

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷ ମନ୍ତ୍ରୀ ମଧ୍ୟ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସେ ଟ୍ବିଟ୍‌ କରିଛନ୍ତି ଯେ, " ଦୁଃଖିତ ଓ ମର୍ମାହତ । ମୋ ପାଖରେ ଏହି ଘଟଣାକୁ ନେଇ ଶବ୍ଦ ନାହିଁ ଲେଖିବାକୁ । ଅମର ଆତ୍ମାର ସଦଗତି କାମନା କରୁଛି ।"

  • ବରିଷ୍ଠ ସାମ୍ୱାଦିକ ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ବିଷୟରେ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ । ଜଣେ ନିର୍ଭୀକ ସାମ୍ବାଦିକ ହିସାବରେ ଗଣମାଧ୍ୟମ ଜଗତରେ ସେ ସୁପରିଚିତ ଥିଲେ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି । pic.twitter.com/d5Rf1gwxhq

    — Sanjay Kumar Das Burma (@BurmaSanjay) September 24, 2021 " class="align-text-top noRightClick twitterSection" data=" ">

ରାଯ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ମଧ୍ୟ ଅରିନ୍ଦମ ଦାସଙ୍କଙ୍କ ଦେହାନ୍ତଙ୍କୁ ସମବେଦନା ଜଣାଇଛନ୍ତି । ସେ ଟ୍ବିଟ୍‌ କରିଛନ୍ତି ଯେ, "ବରିଷ୍ଠ ସାମ୍ୱାଦିକ ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ବିଷୟରେ ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ । ଜଣେ ନିର୍ଭୀକ ସାମ୍ବାଦିକ ହିସାବରେ ଗଣମାଧ୍ୟମ ଜଗତରେ ସେ ସୁପରିଚିତ ଥିଲେ । ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରୁଛି ।"

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 24, 2021, 5:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.