ETV Bharat / city

ସଚିବ ସ୍ତରରେ ଅଦଳ ବଦଳ - ଆଇଏଏସ ପ୍ରଦୀପ୍ତ ମହାପାତ୍ର

ଆଇଏଏସ ସ୍ତରରେ ଅଦଳବଦଳ ନେଇ ସୂଚନା । ଆଇଏଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାବର ଅତିରିକ୍ତ ଦାୟିତ୍ୱ । ନିକୁଞ୍ଜ ଧଳ ହେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ । ଅଧିକ ପଢନ୍ତୁ...

IAS
ବରିଷ୍ଠ ସଚିବ
author img

By

Published : Jan 2, 2020, 2:41 PM IST

Updated : Jan 2, 2020, 4:23 PM IST

ଭୁବନେଶ୍ବର: ବରିଷ୍ଠ ସଚିବ ସ୍ତରରେ ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପତି ଅନୁସାରେ 1988 ବ୍ୟାଚ ଆଇଏଏସ ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ଏବେ କୃଷି ଉତ୍ପାଦନ କମିଶନର ରହିଛନ୍ତି । ସେହିପରି ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ହୋଇଛନ୍ତି ।

IAS
ବରିଷ୍ଠ ସଚିବ ସ୍ତରରେ ଅଦଳ ବଦଳ

ବରିଷ୍ଠ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଦାୟିତ୍ବ ମିଳିଛି । ଏଥିସହିତ ସେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ରହିବେ । ଆଇପିଏସ ତଥା ସେସୁ ସିଇଓ ଅରୁଣ ବୋଥ୍ରା ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ଵରେ ରହିବେ । ସେହିପରି ରାଉରକେଲା ସ୍ମାର୍ଟ ସିଟି ସିଇଓ ଏଦୁଲା ବିଜୟଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ବିଭାଗର ଉପ ସଚିବ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ସ୍ମାର୍ଟ ସିଟି ସିଇଓ ଓ ରାଉରକେଲା ମହାନଗର ନିଗମ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ। 1988 ବ୍ୟାଚ ଆଇଏଏସ ପ୍ରଦୀପ୍ତ ମହାପାତ୍ର ଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାବର ଅତିରିକ୍ତ ଦାୟିତ୍ୱ। ସେ ଏବେ କୃଷି ଉତ୍ପାଦନ କମିଶନର ରହିଛନ୍ତି। ନିକୁଞ୍ଜ ଧଳ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ। ପ୍ରମୋଦ କୁମାର ମେହେର୍ଦ୍ଦା ହେଲେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁ6ସଚିବ। ଏଥିସହିତ ସେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ରହିବେ। ସେସୁ ସିଇଓ ଅରୁଣ ଵୋଥରା ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ଵ ରେ ରହିବେ। ରାଉରକେଲା ସ୍ମର୍ଟ ସିଟି ସିଇଓ ଏଦୁଲା ବିଜୟ ଯୋଜନା ଓ ସଂଯୋଜନା ବିଭାଗର ଉପ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ଉପ ସଚିବ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ସ୍ମାର୍ଟ ସିଟି ସିଇଓ ଓ ରାଉରକେଲା ମହାନଗର ନିଗମ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।Body:କConclusion:
Last Updated : Jan 2, 2020, 4:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.