ETV Bharat / city

ଚାଷ କାର୍ଯ୍ୟରେ ବ୍ୟସ୍ତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଚାଷ କାର୍ଯ୍ୟରେ ଲାଗିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏଭଲି ଏକ ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଅଧିକ ପଢ଼ନ୍ତୁ...

central minister pratap sarangi busy in doing cultivation
ଚାଷ କାର୍ଯ୍ୟରେ ବ୍ୟସ୍ତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
author img

By

Published : Feb 19, 2021, 10:45 PM IST

ଭୁବନେଶ୍ବର: ଚାଷ କାର୍ଯ୍ୟରେ ଲାଗିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏଭଲି ଏକ ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଭିଡିଓଟି ସୋସିଆଲ ମଡିଆକୁ ଆସିବା ପରେ ତାଙ୍କ ଫ୍ୟାନମାନେ ଖୁବ ପସନ୍ଦ କରିଛନ୍ତି।

  • This is what I always love to do. Being involved in farming keeps me mentally fit and physically sound.

    It's a great saying that morning shows the day! And my days are like rainbows, make me get engaged with the real Indian hardships. pic.twitter.com/JgCq8TyhBy

    — Pratap Sarangi (@pcsarangi) February 19, 2021 " class="align-text-top noRightClick twitterSection" data=" ">

ଭିଡିଓଟି ଟ୍ବିଟର ଆକାଉଣ୍ଟରେ ସେୟାର କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, "ମୋତେ ଏହା ହିଁ କରିବାକୁ ସବୁବେଳେ ଭଲ ଲାଗେ। ଚାଷକାର୍ଯ୍ୟ ଆପଣଙ୍କୁ ମାନସିକ ଓ ଶାରିରୀକ ସ୍ତରରେ ସୁସ୍ଥ ରଖିଥାଏ। ଦିନ କିଭଳି ହେବ ତାହା ସକାଳରୁ ହିଁ ଜଣା ପଡ଼ିଯାଏ ବୋଲି କଥା ରହିଛି। ମୋ ଦିନ ଇନ୍ଦ୍ରଧନୁ ପରି ମୋତେ ପ୍ରକୃତ କଷ୍ଟରେ ବ୍ୟସ୍ତ ରଖେ।"

ଭିଡିଓରେ କେନ୍ଦ୍ରମନ୍ତ୍ରୀ ଏତ ସବୁଜ ଗୃହ ମଧ୍ୟରେ ଘାସ ବାଛୁଥିବା ଦେଖିବାକୁ ମିଳିଛି। ଏହି ଗୃହମଧ୍ୟରେ ବନ୍ଧାଗୋବି, ସାଗ, ପିଆଜ ଭଳି ପନିପରିବା ଗଛ ଲାଗିଥିବା ଦେଖିବାକୁ ମଳିଛି। ହାତରେ ଏକ ମାଟିଖୁସା ଧରି ଘାସ ବାଛୁଛନ୍ତି କେନ୍ଦ୍ରମନ୍ତ୍ରୀ।

ଏହାପରେ ସେ ପୁଣି ଏକ ଟ୍ବିଟରେ ଲେଖିଛନ୍ତି ଯେ, "ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ୟ ହେଉଛି ପ୍ରଗତିଶୀଳ ଭାରତର ନୂତନ ସ୍ବାସ୍ଥ୍ୟ। ଆସନ୍ତୁ ନିଜକୁ ଶୃଙ୍ଖଳିତ କରିବା ସହ ଜୈବିକ ପ୍ରଣାଳୀରେ ଚାଷକାର୍ଯ୍ୟ କରିବା ଉପରେ ଧ୍ୟାନ ଦେବା। ମୁଁ ନିଶ୍ଚିତ ଯେ ଏହା ଆମର ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଏକ ମହତ କାର୍ଯ୍ୟ ହୋଇ ପାରିବ ଯୋଗ କରିବ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.