ETV Bharat / city

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର - ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର କୃଷିମନ୍ତ୍ରୀ

ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଅଧିକ ପଢନ୍ତୁ

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

author img

By

Published : May 14, 2022, 11:00 PM IST

Updated : May 14, 2022, 11:08 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମ ଯୋଗ ଦେବା ଅବସରରେ ଓଡିଶା ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ । ମହଙ୍ଗା ପ୍ରସଙ୍ଗରେ ସେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ଏନେଇ ସେ କହିଛନ୍ତି ଯେ, "କୋଭିଡ କାଳ ସତ୍ତ୍ବେ କୃଷକର ଆୟ ବଢିଛି । ଯେଉଁଥିରେ ଓଡ଼ିଶାର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ନେତୃତ୍ବରେ କୃଷି ଆଗେଇଛି । ପିଏମ କିଷାନ ଯୋଜନା, ଫସଲ ବୀମା ଯୋଜନାରେ କୃଷକକୁ ସହାୟତା ପ୍ରଦାନ କରାଯାଇଛି । ମହଙ୍ଗା କିଭଳି କମିବ, ଲୋକଙ୍କୁ କିଭଳି କଷ୍ଟ ନହେବ ସେଥିପ୍ରତି କେନ୍ଦ୍ର ସରକାର ସଜାଗ ଅଛନ୍ତି। ବିଗତ ସରକାର ସମୟରେ ଯେଉଁ କାମ ହେବା କଥା ହୋଇନଥିବାରୁ ଓଡିଶା ସମେତ ଅନ୍ୟ ରାଜ୍ୟ ବି କୃଷି ଉନ୍ନତି କରିନଥିଲେ । କିନ୍ତୁ ଏ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ଦ୍ବିଗୁଣିତ ପାଇଁ ଅନେକ ପ୍ରୟାସ କରୁଛି। କୋଭିଡ ସତ୍ତ୍ବେ କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ବଢୁଛି।"

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 14, 2022, 11:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.