ETV Bharat / city

ଆସନ୍ତାକାଲିଠାରୁ ବିଧାନସଭାରେ ବଜେଟ ଅଧିବେଶନ

ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏନେଇ ଆଜି ସର୍ବଦଳୀୟ ବୈଠକ ବସିବ । ଫେବୃୟାରୀ ୧୮ ତାରିଖରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଅଧିକ ପଢନ୍ତୁ....

author img

By

Published : Feb 13, 2020, 10:52 AM IST

ଫାଇଲ ଫଟୋ
ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏନେଇ ଆଜି ସର୍ବଦଳୀୟ ବୈଠକ ବସିବ । ବୈଠକରେ ସମସ୍ତ ଦଳର ବିଧାୟକ ସାମିଲ ହେବେ । ଗୃହରେ ବଜେଟ ଅଧିବେଶନ ସୁଚାରୁ ରୂପେ ସମ୍ପାଦିତ ହେବା ପାଇଁ ସର୍ବଦଳୀୟ ବୈଠକରେ ବିଧାୟକଙ୍କ ସହ ଆଲୋଚନା କରିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଫାଇଲ ଫଟୋ
ଫାଇଲ ଫଟୋ

ଫେବୃୟାରୀ ୧୮ ତାରିଖରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ହେବ । ଶୁକ୍ରବାର ଠାରୁ ଆରମ୍ଭ ହୋଇ ଅପ୍ରେଲ ୯ ତାରିଖରେ ଶେଷ ହେବ ଏହି ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୪ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏଁ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମାର୍ଚ୍ଚ ୧୧ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୯ ତାରିଖରେ ସମ୍ପୂର୍ଣ୍ଣ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.