ETV Bharat / city

2020-21 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ - ବଜେଟ ପ୍ରସ୍ତୁତି

2020-21 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ଆରମ୍ଭ, ସବୁ ବିଭାଗକୁ ପ୍ରସ୍ତାବ ପାଇଁ ଚିଠି ଦିଆଯାଇଛି। ଆଗକୁ ପଢନ୍ତୁ...

letter to departnment
ଡିଜାଇନ ଫଟୋ
author img

By

Published : Dec 17, 2019, 12:03 AM IST

ଭୁବନେଶ୍ବର: 2020-21 ଆର୍ଥିକ ବର୍ଷ ପାଇଁ ଆରମ୍ଭ ହୋଇଛି ବଜେଟ ପ୍ରସ୍ତୁତି। ପୂର୍ବବର୍ଷ ଅର୍ଥାତ 2019- 20 ପାଇଁ ସଂଶୋଧିତ ବ୍ୟୟ ଆକଳନ ସମେତ 2020 21 ବର୍ଷ ବଜେଟ ପାଇଁ ପ୍ରସ୍ତାବ ମଗାଯାଇଛି।

ଅର୍ଥ ସଚିବ ଅଶୋକ କୁମାର ମୀନା ଏନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ଡିସେମ୍ବର21 ସୁଦ୍ଧା ପ୍ରସ୍ତାବ ଦେବାପାଇଁ ଚିଠିରେ ଉଲ୍ଲେଖ ରହିଛି। ପୂର୍ବରୁ ଏହି ସମୟ ସୀମା 15 ତାରିଖ ରହିଥିଲା। ତେବେ ପଞ୍ଚଦଶ ଅର୍ଥ କମିଶନଙ୍କ ଚୂଡାନ୍ତ ରିପୋର୍ଟ ବଦଳରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଆଧାରରେ ବଜେଟ ଆକଳନ ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

letter to departnment
ସବୁ ବିଭାଗକୁ ପ୍ରସ୍ତାବ ପାଇଁ ଚିଠି

ତରବରିଆ ନହୋଇ ବିଭାଗକୁ ଆଉ 7 ଦିନ ସମୟ ଦିଆଯାଇଛି। ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରି ବଜେଟ ବ୍ୟୟ ବରାଦ କରିବାକୁ ଅର୍ଥ ବିଭାଗ ଚିଠି ଲେଖିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:2020 21 ଆର୍ଥିକ ବର୍ଷ ପାଇଁ ଆରମ୍ଭ ହୋଇଛି ବଜେଟ ପ୍ରସ୍ତୁତି। ପୂର୍ବ ବର୍ଷ ଅର୍ଥାତ 2019 20 ପାଇଁ ସଂଶୋଧିତ ବ୍ୟୟ ଆକଳନ ସମେତ 2020 21 ବର୍ଷ ବଜେଟ ପାଇଁ ପ୍ରସ୍ତାବ ମଗାଯାଇଛି। ଅର୍ଥ ସଚିବ ଅଶୋକ କୁମାର ମୀନା ଏନେଇ ସବୁ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ଡିସେମ୍ବର21 ସୁଦ୍ଧା ପ୍ରସ୍ତାବ ଦେବାପାଇଁ ଚିଠିରେ ଉଲ୍ଲେଖ ରହିଛି। ପୂର୍ବରୁ ଏହି ସମୟ ସୀମା 15 ତାରିଖ ରହିଥିଲା। ତେବେ ପଞ୍ଚଦଶ ଅର୍ଥ କମିଶନଙ୍କ ଚୂଡାନ୍ତ ରିପୋର୍ଟ ବଦଳରେ ମଧ୍ୟବର୍ତ୍ତୀ କାଳୀନ ରିପୋର୍ଟ ଆଧାରରେ ବଜେଟ ଆକଳନ ଧାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ତରବରିଆ ନହୋଇ ବିଭାଗକୁ ଆଉ 7 ଦିନ ସମୟ ଦିଆଯାଇଛି। ବିଭିନ୍ନ ଅଂଶୀଦାର ନକାନସହିତ ଆଲୋଚନା କରି ବଜେଟ ବ୍ୟୟ ବରାଦ କରିବାକୁ ଅର୍ଥ ବିଭାଗ ଚିଠି ଲେଖିଛନ୍ତି।Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.