ETV Bharat / city

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବ୍ରିଗେଡିୟର ବିଗ୍ନେଶ ମହାନ୍ତି - ଭୁବନେଶ୍ବର ଖବର

ରାଜ୍ୟପାଳଙ୍କୁ ଭେଟିଲେ ବ୍ରିଗେଡିୟର ବିଗ୍ନେଶ ମହାନ୍ତି । ଉଭୟଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି

author img

By

Published : Feb 21, 2022, 10:43 PM IST

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି ବ୍ରିଗେଡିୟର ବିଗ୍ନେଶ ମହାନ୍ତି । ରାଜଭବନରେ ଉଭୟଙ୍କ ମଧ୍ୟରେ ଏହି ସୈଜନ୍ୟମୂଳକ ସାକ୍ଷାତ ହୋଇଛି । ବ୍ରିଗେଡିୟର ବିଗ୍ନେଶ ମହାନ୍ତି ଜଣେ ମେଡାଲ୍‌ ପ୍ରାପ୍ତ ସେନାଧିକାରୀ ହୋଇଥିବା ବେଳେ ସେ ବର୍ତ୍ତମାନ ଛତିଶଗଡ-ଓଡ଼ିଶା ସବ୍ ଏରିଆ (କୋସା)ରେ କମାଣ୍ଡର ଭାବେ ନିଯୁକ୍ତ ଅଛନ୍ତି ।

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି
ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବ୍ରିଗେଡିୟର ଭିଗ୍ନେଶ ମହାନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଦିନିଆ ଓଡ଼ିଶା ଗସ୍ତ ସାରି ଗତକାଲି ଅପରାହ୍ନରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କ ସହିତ ବ୍ରିଗେଡିୟର ବିଗ୍ନେଶ ମହାନ୍ତି ମଧ୍ୟ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ବିଦାୟକାଳୀନ ସମ୍ମାନ ଜଣାଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.