ETV Bharat / city

ବ୍ରଜରାଜନଗର ଉପନିର୍ବାଚନ, ଯୁବ ଓ ଛାତ୍ର ବିଜେଡି ନେବ ନିର୍ଣ୍ଣାୟକ ଭୂମିକା

author img

By

Published : May 11, 2022, 10:20 PM IST

ଝାରସୁଗୁଡା ଜିଲ୍ଲାର ଯୁବ ଓ ଛାତ୍ରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି ଯୁବ ଓ ଛାତ୍ର ବ୍ୟାପାରର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବୈଠକରେ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ବ୍ରଜରାଜନଗର ଉପ-ନିର୍ବାଚନ, ଯୁବ ଓ ଛାତ୍ର ବିଜେଡି ନେବ ନିର୍ଣ୍ଣାୟକ ଭୂମିକା

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନରେ ଯୁବ ଓ ଛାତ୍ର ବିଜେଡି ନେବ ନିର୍ଣ୍ଣାୟକ ଭୂମିକା । ବ୍ରଜରାଜନଗର ଉପ-ନିର୍ବାଚନ ନେଇ ଆଜି ଏହି ଦୁଇ ଛାମୁଆ ସଂଗଠନର ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ବିଜେଡି ଯୁବ ଓ ଛାତ୍ର ବ୍ୟାପାରର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ଅଧ୍ୟକ୍ଷତା କରିଥିଲେ । ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବୈଠକରେ ଉପସ୍ଥିତ ଥିଲେ ।

ଝାରସୁଗୁଡା ଜିଲ୍ଲାର ଯୁବ ଓ ଛାତ୍ରଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି ଯୁବ ଓ ଛାତ୍ର ବ୍ୟାପାରର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ବୈଠକରେ ଉପସ୍ଥିତ ଥିଲେ । ଭିସି ଜରିଆରେ ବସିଥିବା ବୈଠକରେ ବିଜେଡିର ବ୍ରଜରାଜନଗର ପ୍ରାର୍ଥୀନୀ ଅଳକା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

ଝାରସୁଗୁଡା ଜିଲ୍ଲାର ଯୁବ ଓ ଛାତ୍ର ନେତୃତ୍ବ ନେଉଥିବା ପଦାଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ସେ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ । ବିଜୟ ବ୍ୟବଧାନକୁ କିପରି ବଢାଯାଇପାରିବ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିରେ ବିଜେଡିର ଯୁବ ଓ ଛାତ୍ର ସଂଗଠନର ନିର୍ଣ୍ଣାୟକ ଭୂମିକା ରହିବ । ବିପୁଳ ବିଜୟ ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ରହିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.