ETV Bharat / city

ଓଡ଼ିଶାରେ ଠୁମକା ଲଗାଇଲେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ

author img

By

Published : Sep 26, 2019, 6:30 AM IST

ନିଜ ଫିଲ୍ମର ଅନେକ ସୁପର ହିଟ ଗୀତରେ ଠୁମକା ଲଗାଇଲେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: ଭୁବନେଶ୍ବରରେ ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲ। ଏକ ଶୋରୁମର ଉଦ୍ଘାଟନ କରିବାକୁ ଆସିଥିବା ଏହି ଅଭିନେତ୍ରୀ ପିଲାଙ୍କ ସହ ବିଭିନ୍ନ ଗୀତରେ ଠୁମକା ଲଗାଇଥିଲେ । ନିଜ ଫିଲ୍ମର ଅନେକ ସୁପର ହିଟ ଗୀତରେ ସମସ୍ତେ ନାଚିବା ସମୟରେ ନିଜେ ବସି ରହିଥିବା ସ୍ଥାନରୁ ଉଠିଯାଇ ନାଚିଥିଲେ ଅମିଶା। ଯାହାକୁ ଦେଖିବା ପାଇଁ ଶୋରୁମରେ ବେଶ ଭିଡ଼ ଜମିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ସୂଚନାଯୋଗ୍ୟ, ଅଭିନେତ୍ରୀ ଅମିଶା ଖୁବ ଶୀଘ୍ର ବିଗ ବସ ସିଜନ -13 ରେ ହୋଷ୍ଟ ଭାବରେ ନଜର ଆସିବେ ତାହା ପୁଣି ବଲିଉଡର ଦବଙ୍ଗ ହିରୋ ସଲମାନଙ୍କ ସହ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଶା ମାଟି ରେ ଝୁମିଲେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ।

ଆଜି ସକାଳୁ ଆସି ଭୁବନେଶ୍ୱର ରେ ପହଂଚି ଥିଲେ ଫିଲ୍ମ ଅଭିନେତ୍ରୀ ଅମିଶା ପଟେଲ। ଏକ ଶୋ ରୁମ ର ମ ଉଦ୍ଘାଟନ କରିବା ସହ ପିଲାଙ୍କ ସହ ବିଭିନ୍ନ ଗୀତ ରେ ନାଚି ପକାଇ ଥିଲେ। ନିଜ ଫିଲ୍ମ ର ଅନେକ ସୁପର ହିଟ ଗୀତ ରେ ପିଲାଏ ନାଚିବା ସମୟ ରେ ନିଜେ ବସି ରହିଥିବା ସ୍ଥାନ ରୁ ଉଠି ଯାଇ ନାଚି ପକାଇ ଥିଲେ। ଯାହା କୁ ଦେଖିବା ପାଇଁ ବେଶ ଭିଡ଼ ଜମିଉଠି ଥିଲା।
ଏଠାରେ ସୁଚନାଯୋଗ୍ୟ ଯେ ଅଭିନେତ୍ରୀ ଅମିଶା ଖୁବ ଶୀଘ୍ର ବଗ ବସ ସିଜନ 13 ରେ ହୋଷ୍ଟ ଭାବରେ ନଜର ଆସିବେ ତାହା ପୁଣି ବଲିଉଡ ଏ ଦବଙ୍ଗ ହିରେ ସଲମାନ ଙ୍କ ସହ।

Body:ଓଡ଼ିଶା ମାଟି ରେ ଝୁମିଲେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ।

ଆଜି ସକାଳୁ ଆସି ଭୁବନେଶ୍ୱର ରେ ପହଂଚି ଥିଲେ ଫିଲ୍ମ ଅଭିନେତ୍ରୀ ଅମିଶା ପଟେଲ। ଏକ ଶୋ ରୁମ ର ମ ଉଦ୍ଘାଟନ କରିବା ସହ ପିଲାଙ୍କ ସହ ବିଭିନ୍ନ ଗୀତ ରେ ନାଚି ପକାଇ ଥିଲେ। ନିଜ ଫିଲ୍ମ ର ଅନେକ ସୁପର ହିଟ ଗୀତ ରେ ପିଲାଏ ନାଚିବା ସମୟ ରେ ନିଜେ ବସି ରହିଥିବା ସ୍ଥାନ ରୁ ଉଠି ଯାଇ ନାଚି ପକାଇ ଥିଲେ। ଯାହା କୁ ଦେଖିବା ପାଇଁ ବେଶ ଭିଡ଼ ଜମିଉଠି ଥିଲା।
ଏଠାରେ ସୁଚନାଯୋଗ୍ୟ ଯେ ଅଭିନେତ୍ରୀ ଅମିଶା ଖୁବ ଶୀଘ୍ର ବଗ ବସ ସିଜନ 13 ରେ ହୋଷ୍ଟ ଭାବରେ ନଜର ଆସିବେ ତାହା ପୁଣି ବଲିଉଡ ଏ ଦବଙ୍ଗ ହିରେ ସଲମାନ ଙ୍କ ସହ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.