ETV Bharat / city

ସ୍ମାର୍ଟସିଟିରେ ଅମିଶା ପଟେଲ୍

author img

By

Published : Sep 25, 2019, 7:24 PM IST

ରାଜଧାନୀର ଏକ ଗହଣା ଦୋକାନର ଶୁଭାରମ୍ଭ କରିବା ପାଇଁ ଅମିଶା ପଟେଲ ଭୁବନେଶ୍ବର ଆସିଛନ୍ତି ।

ସ୍ମାର୍ଟସିଟିରେ ଅମିଶା ପଟେଲ୍

ଭୁବନେଶ୍ବର: ଭୁବନେଶ୍ବରରେ ଅଭିନେତ୍ରୀ ଅମିଶା ପଟେଲ । କିଛି ସମୟ ପୂର୍ବରୁ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛନ୍ତି ଅମିଶା । ରାଜଧାନୀର ଏକ ଗହଣା ଦୋକାନର ଶୁଭାରମ୍ଭ କରିବା ପାଇଁ ସେ ଭୁବନେଶ୍ବର ଆସିଥିବା ସୂଚନା ମିଳିଛି ।

ସ୍ମାର୍ଟସିଟିରେ ଅମିଶା ପଟେଲ୍

ଏଠାରେ ସୂଚନାଯୋଗ୍ୟ, ଅମିଶା ନିଜର ଫିଲ୍ଲ କ୍ୟାରିୟର 'କହୋନା ପ୍ୟାର ହୈ' ଭଳି ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲେ । ସେ ବଲିଉଡରେ ଉଭୟ ନେଗେଟିଭ୍ ଓ ପଜେଟିଭ୍ କ୍ୟାରେକ୍ଟର କରିଛନ୍ତି । ଏବେ ସେ ସଲମାନଙ୍କ ସହ ବିଗ ବସ ସିଜନ 13 ହୋଷ୍ଟ କରିବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡିଶା ରେ ଅଭିନେତ୍ରୀ ଆମିଶା ପଟେଲ।
ବର୍ତ୍ତମାନ ଚର୍ଚ୍ଚା ରେ ରହିଥିବା ବଲିଉଡ ଅଭିନେତ୍ରୀ ଆଜି ଭୁବନେଶ୍ୱର ଆସି ପହଁଚିଛନ୍ତି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ଏୟାର ପୋର୍ଟ ରେ ପହଞ୍ଚି ଥିବା ବେଳେ ରାଜଧାନୀ ର ଏକ ଗହଣା ଦୋକାନ ର ଶୁଭାରମ୍ଭ କରିବେ ଅମୀଶା ।
ଅମିଶା ନିଜର ଫିଲି କ୍ୟାରିୟର କେହେନା ପ୍ୟାର ହେ ଭଳି ଚଳଚ୍ଚିତ୍ର ରୁ ଆରମ୍ଭ କରିଥିବା ବେଳେ ଅନେକ ଗୁଡିଏ ହିନ୍ଧି ଫିଲ୍ମ ରେ ସେ ଉଭୟ ନେଗେଟିଭ ଓ ପଜିଟିଭ ରେଲ ସବୁ କରିଛନ୍ତି। ଏବେ ଅମିଶା ବିଗ ବସ ସିଜନ 13 ରେ ସଲମାନ ଙ୍କ ସହ ବିଗବସ ର ଶୋ ପରିଚାଲିକା ହୋଇ ନଜର ଆସିବେ।Body:ଓଡିଶା ରେ ଅଭିନେତ୍ରୀ ଆମିଶା ପଟେଲ।
ବର୍ତ୍ତମାନ ଚର୍ଚ୍ଚା ରେ ରହିଥିବା ବଲିଉଡ ଅଭିନେତ୍ରୀ ଆଜି ଭୁବନେଶ୍ୱର ଆସି ପହଁଚିଛନ୍ତି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ଏୟାର ପୋର୍ଟ ରେ ପହଞ୍ଚି ଥିବା ବେଳେ ରାଜଧାନୀ ର ଏକ ଗହଣା ଦୋକାନ ର ଶୁଭାରମ୍ଭ କରିବେ ଅମୀଶା ।
ଅମିଶା ନିଜର ଫିଲି କ୍ୟାରିୟର କେହେନା ପ୍ୟାର ହେ ଭଳି ଚଳଚ୍ଚିତ୍ର ରୁ ଆରମ୍ଭ କରିଥିବା ବେଳେ ଅନେକ ଗୁଡିଏ ହିନ୍ଧି ଫିଲ୍ମ ରେ ସେ ଉଭୟ ନେଗେଟିଭ ଓ ପଜିଟିଭ ରେଲ ସବୁ କରିଛନ୍ତି। ଏବେ ଅମିଶା ବିଗ ବସ ସିଜନ 13 ରେ ସଲମାନ ଙ୍କ ସହ ବିଗବସ ର ଶୋ ପରିଚାଲିକା ହୋଇ ନଜର ଆସିବେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.