ETV Bharat / city

BMC GUIDELINE: ଦୀପାବଳିରେ ପିଣ୍ଡ ଦାନ ଓ ଛଟ ପୂଜାକୁ ନା - special guideline for chhat puja and sraddha

କୋଭିଡ ସଂକ୍ରମଣ ଯୋଗୁଁ ସର୍ବସାଧାରଣରେ ଗହଳିକୁ ରୋକ ଲଗାଇବା ପାଇଁ ଦୀପାବଳିରେ ପିଣ୍ଡ ଦାନ ଓ ଛଟ ପୂଜାରେ କଟକଣା ଲଗାଇଛି ବିଏମସି । ଅଧିକ ପଢ଼ନ୍ତୁ...

ପିଣ୍ଡଦାନ ଓ ଛଟ ପୂଜାକୁ ବାରଣ; ବିଏମସିର ଗାଇଡଲାଇନ ଜାରି

author img

By

Published : Nov 2, 2021, 10:36 PM IST

ଭୁବନେଶ୍ବର: କୋଭିଡ ସଂକ୍ରମଣ ଯୋଗୁଁ ସର୍ବସାଧାରଣରେ ଗହଳିକୁ ରୋକ ଲଗାଇବା ପାଇଁ ଦୀପାବଳିରେ ପିଣ୍ଡ ଦାନ ଓ ଛଟ ପୂଜାରେ କଟକଣା ଲଗାଇଛି ବିଏମସି । ଦୀପାବଳି ଓ ଛଟପୂଜାରେ ଗହଳିକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି ବିଏମସି । ପିଣ୍ଡଦାନ ପାଇଁ ବିନ୍ଦୁସାଗର କୂଳରେ ପ୍ରବଳ ଗହଳି ଜମେ ।

ପିଣ୍ଡଦାନ ଓ ଛଟ ପୂଜାକୁ ବାରଣ; ବିଏମସିର ଗାଇଡଲାଇନ ଜାରି
ପିଣ୍ଡଦାନ ଓ ଛଟ ପୂଜାକୁ ବାରଣ; ବିଏମସିର ଗାଇଡଲାଇନ ଜାରି

ଏହାକୁ ଦୃଷ୍ଟିରେ ରଖି ବିନ୍ଦୁସାଗର କୂଳରେ କଟକଣା ଜାରି ହୋଇଛି । ପିଣ୍ଡଦାନ ଲାଗି ନଆସିବା ଲାଗି ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ଛଟ ପୂଜାରେ ବିଭିନ୍ନ ନଦୀପଠା ଓ ପୋଖରୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ଏହାପୂର୍ବରୁ ଏସଆରସି ନଭେମ୍ବର ଗାଇଡଲାଇନ ଜାରି କରିଥିଲେ । ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ବି ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ଗାଇଡଲାଇନ୍‌ର ଅନୁପାଳନ କରାଯିବା ନେଇ ସେ ସୂଚନା ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.