ETV Bharat / city

ରାଜଧାନୀରେ ଘର ତିଆରି କରୁଥିଲେ ସାବଧାନ! - ରାଜଧାନୀରେ ସଜାଗ ବିଏମସି

ଭୁବନେଶ୍ବରରେ ନିର୍ମାଣ ଏବଂ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ପରିଚାଳନା ନେଇ ବିଏମସିର ତତ୍ପରତା। ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅଧିକ ଖବର ପଢନ୍ତୁ...

_bmc fine
ରାଜଧାନୀରେ ଘର ତିଆରି କରୁଥିଲେ, ସାବଧାନ !
author img

By

Published : Dec 9, 2019, 11:59 PM IST

ଭୁବନେଶ୍ବର: ରାଜଧାନୀରେ ଘର ତିଆରି କରୁଛନ୍ତି କି? ସାବଧାନ ,ରାସ୍ତା ଉପରେ ବେଆଇନ ଗୋଡି, ଇଟା, ସିମେଣ୍ଟ ଠୁଳ କରନ୍ତୁ ନାହିଁ। ନଚେତ୍ ଆପଣଙ୍କ ପ୍ରତି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। କେବଳ ସେତିକି ନୁହେଁ ଦେବାକୁ ପଡିବ ମୋଟା ଅଙ୍କର ଫାଇନ।

ରାସ୍ତା ଉପରେ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ବେଆଇନ ଗଦା ନେଇ କଠୋର ହେଲା ବିଏମସି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ରାଜଧାନୀ ଭୁବନେଶ୍ବରରେ ନିର୍ମାଣ ଏବଂ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ଅପବ୍ୟବହାର ନେଇ ବିଏମସି ପକ୍ଷରୁ ତତ୍ପରତା ଦେଖା ଦେଇଛି। ଏହାସହ ସ୍କ୍ବାର୍ଡ ଗଠନ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

୨୦୧୭ ମସିହାରୁ ଏଯାବତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୫,୬୦ ,୩୦୦ ଟଙ୍କା ଫାଇନ ଆଦାୟ କରାଯାଇଛି। ସେଥିମଧ୍ୟରୁ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୫୦୬ ଜଣଙ୍କୁ ନୋଟିସ ଜାରି କରାଯାଇ ଫାଇନ ଆଦାୟ କରାଯାଇଛି ।

ସ୍କ୍ବାର୍ଡ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଆଗକୁ ଆହୁରି ଅଧିକ ଫାଇନ ଆଦାୟ କରାଯିବା ନେଇ ବିଏମସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱରରେ ନିର୍ମାଣ ଏବଂ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ପରିଚାଳନା ନେଇ ବିଏମସି ର ତତ୍ପରତା।ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Body:ଭୁବନେଶ୍ୱର ଘର ତିଆରି କରୁଛନ୍ତି କି?ସାବଧାନ ,ରାସ୍ତା ଉପରେ ବେଆଇନ ଗୋଡି, ଇଟା, ସିମେଣ୍ଟ ଠୁଳ କରନ୍ତୁ ନାହିଁ। ହେବ କଡା କାର୍ଯ୍ୟାନୁଷ୍ଠାନ ,ଦେବାକୁ ପଡିବ ଫାଇନ।ରାସ୍ତା ଉପରେ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ବେଆଇନ ଗଦା ନେଇ କଠୋର ହେଲା ବିଏମସି।କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ରାଜଧାନୀ ଭୁବନେଶ୍ବର ରେ ନିର୍ମାଣ ଏବଂ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ଦୁର୍ବ୍ୟବହାର ନେଇ ବିଏମସି ପକ୍ଷରୁ ତତ୍ପରତା ଦେଖା ଦେଇଛି।ସ୍କ୍ୱାର୍ଡ ଗଠନ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୦୧୭ ମସିହାରୁ ଏଯାବତ ୧୫,୬୦ ,୩୦୦ ଟଙ୍କା ଫାଇନ ଆଦାୟ କରାଯାଇଛି।ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷ, ମାନଙ୍କୁ ୫୦୬ ଜଣଙ୍କୁ ନୋଟିସ ଜାରି କରାଯାଇ ଫାଇନ ଆଦାୟ କରାଯାଇଛି।

ସ୍କ୍ୱାର୍ଡ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।ଆଗକୁ ଆହୁରି ଅଧିକ ଫାଇନ ଆଦାୟ କରାଯିବା ନେଇ ବିଏମସି କତ୍ତୃପକ୍ଷ ସୂଚନା ଦେଇଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.