ETV Bharat / city

ବିଭିନ୍ନ ଦାବି ନେଇ ବିଏମସି ଘେରିଲା ସିପିଆଇଏମ

ବିଭିନ୍ନ ଦାବି ନେଇ ବିଏମସିକୁ ଘେରିଲା ଭୁବନେଶ୍ୱର ସିପିଆଇ(ଏମ) । ୭ ଦଫା ଦାବି ସମ୍ମିଳିତ ଏକ ଦାବିପତ୍ର ନେଇ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ସାମ୍ନାରେ ଭୁବନେଶ୍ୱର ସିପିଆଇ(ଏମ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

author img

By

Published : Sep 22, 2020, 7:49 PM IST

ବିଭିନ୍ନ ଦାବି ନେଇ ବିଏମସି ଘେରିଲା ସିପିଆଇଏମ
ବିଭିନ୍ନ ଦାବି ନେଇ ବିଏମସି ଘେରିଲା ସିପିଆଇଏମ

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ବିଏମସି ଘେରିଲା ଭୁବନେଶ୍ୱର ସିପିଆଇ(ଏମ) । ୭ ଦଫା ଦାବି ସମ୍ମିଳିତ ଏକ ଦାବିପତ୍ର ନେଇ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ସାମ୍ନାରେ ଭୁବନେଶ୍ୱର ସିପିଆଇ(ଏମ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିଭିନ୍ନ ଦାବି ନେଇ ବିଏମସି ଘେରିଲା ସିପିଆଇଏମ

7 ଦଫା ସମ୍ବଳିତ ଦାବିପତ୍ରରେ ୨୩ ଲକ୍ଷ ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କୁ ତୁରନ୍ତ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ଗରିବ ଖଟିଖିଆ ପରିବାରକୁ ୭୫୦୦ ଟଙ୍କା ପ୍ରଦାନ, ଲକଡାଉନରେ କ୍ଷତିଗ୍ରସ୍ତଙ୍କୁ ରାସନ କାର୍ଡ ବଣ୍ଟନ ଭଳି ଦାବି ପୂରଣ କରିବାକୁ କୁହାଯାଇଛି । ଏନେଇ ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ସିପିଆଇ(ଏମ) ନେତା ପ୍ରଦୀପ ସାହୁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.