ETV Bharat / city

ଏବର୍ଷ ଖଣ୍ଡଗିରି ମେଳା ବନ୍ଦ, ପରମ୍ପରାକୁ ଅନୁମତି - ଖଣ୍ଡଗିରି ମେଳା ବନ୍ଦ

ଚଳିତ ବର୍ଷ ଖଣ୍ଡଗିରି ମେଳା ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କଲା ବିଏମସି । କୋରୋନା କଟକଣା ମଧ୍ୟରେ କେବଳ ବିଧି ପରମ୍ଫରା ପାଳନ ହେବ । ଅଧିକ ପଢନ୍ତୁ...

Khandagiri mela  in Bhubaneswar
ଖଣ୍ଡଗିରି ମେଳା ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କଲା BMC , ପାଳନ ହେବ ପରମ୍ପରା
author img

By

Published : Feb 9, 2021, 9:02 PM IST

ଭୁବନେଶ୍ବର: ଚଳିତ ବର୍ଷ ଖଣ୍ଡଗିରି ମେଳା ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କଲା BMC । କୋରୋନା କଟକଣାକୁ ନଜରରେ ରଖି ବିଏମସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

Khandagiri mela  in Bhubaneswar
ଖଣ୍ଡଗିରି ମେଳା ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କଲା BMC , ପାଳନ ହେବ ପରମ୍ପରା

ବନ୍ଦ ହେଲା ଖଣ୍ଡଗିରି ଯାତ୍ରା। ପରମ୍ପରା ଅନୁଯାୟୀ ପୂର୍ଣ୍ଣ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ପୂଜା ଓ ଯଜ୍ଞ ଅନୁଷ୍ଠିତ ହେବ ବୋଲି ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ଦିନ ଧରି ଏହି ମେଳା ସ୍ଥଳରେ କୌଣସି ଦୋକାନ, ବଜାର,ସରକାରୀ ବା ବେସରକାରୀ ଷ୍ଟଲକୁ ବ୍ୟବସାୟ କିମ୍ବା ପ୍ରଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ। କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ପରମ୍ପରା.ମାତ୍ର ହେବନାହିଁ ଯାତ୍ରା ଓ ଲାଗିବ ନାହିଁ ଷ୍ଟଲ୍ । ଏଭଳି ନିଷ୍ପତ୍ତି ନେଇଛି ବିଏମସି ।

କୋରୋନା କଟକଣାକୁ ଦୃଷ୍ଟିରେ ରଖିଏଭଳି ପଦକ୍ଷପ ଗ୍ରହଣ କରାଯାଇଛି । ବିଭିନ୍ନ ଯାତ୍ରାପାର୍ଟି ଏବଂ କମିଟି ସହ ବାରମ୍ବାର ଆଲୋଚନା ପରେ ଚଳିତ ବର୍ଷ ଏହି ମେଳାକୁ ବନ୍ଦ କରାଯାଇଛି । ଏନେଇ ବିଏମସି ତରଫରୁ ନୋଟିସ ଜାରି କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.