ETV Bharat / city

ବିଏମସିର କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

author img

By

Published : Sep 4, 2020, 10:36 PM IST

ବିଏମସିର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ବୈଠକରେ ସ୍ଵାସ୍ଥ୍ୟ ସଚିବଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମ କମିଶନର ଉପସ୍ଥିତ ରହିଛନ୍ତି । ଅଧିକ ପଢନ୍ତୁ...

ବିଏମସିର କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ବିଏମସିର କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବିଏମସିର କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ବୈଠକରେ ସ୍ଵାସ୍ଥ୍ୟ ସଚିବଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମ କମିଶନର ଉପସ୍ଥିତ ରହିଛନ୍ତି ।

ବିଏମସିରେ ବର୍ତ୍ତମାନର କୋରୋନା ସ୍ଥିତି, ଲକଡାଉନ4.0ର ବିଭିନ୍ନ ଗାଇଡଲାଇନ ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.