ETV Bharat / city

ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ: ସଞ୍ଜୟ ସିଂ - ବିଏମସି କମିଶନର

ଯେପର୍ଯ୍ୟନ୍ତ କୋଭିଡ ସଂଖ୍ୟା ହ୍ରାସ ନ ପାଇଛି, ସେପର୍ଯ୍ୟନ୍ତ ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ। ଅଧିକ ପଢନ୍ତୁ...

ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ
ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ
author img

By

Published : Jun 16, 2021, 6:21 PM IST

ଭୁବନେଶ୍ବର: ଏନଫୋର୍ସମେଣ୍ଟକୁ ଅଧିକ କଡାକଡି କରାଯିବ। ରାଜଧାନୀରେ ଅଧିକ କଡାକଡି ହେବ ଚେକିଂ। ଯେପର୍ଯ୍ୟନ୍ତ କୋଭିଡ ସଂଖ୍ୟା ହ୍ରାସ ନ ପାଇଛି, ସେପର୍ଯ୍ୟନ୍ତ ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ।

ବିଏମସି କମିଶନର ଭାବେ ମୁଁ ସନ୍ତୁଷ୍ଟ ନୁହେଁ

ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ କଟକଣା ଓ ନିୟମକୁ ଜୋରଦାର କରାଯିବ। ଅନେକ ସମୟରେ ଦୋକାନ ଉପରେ ଚଢ଼ାଉ କରାଯାଉଛି । ଆବଶ୍ୟକ ସ୍ଥଳେ ଫାଇନ ମଧ୍ୟ ଆଦାୟ କରାଯାଉଛି । ଆଗକୁ ମଧ୍ୟ ଅମାନିଆଙ୍କୁ ସାବାଡ଼ କରାଯିବ । ନିୟମ ଉଲଙ୍ଘନ କଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖାଲି ପ୍ରଶାସନ ନୁହେଁ ବ୍ୟବସାୟୀ, ସାଧାରଣ ଲୋକେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.