ETV Bharat / city

ଡଙ୍ଗା ଭସା ଉପରେ କଟକଣା ଲଗାଇଲା ବିଏମସି - kartik purnima

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ସମସ୍ତ ଜଳାଶୟ ଓ ନଦୀଘାଟରେ ଏକତ୍ର ହୋଇ ଡଙ୍ଗା ଭସେଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଡଙ୍ଗା ଭସା ଉପରେ କଟକଣା ଲଗାଇଲା ବିଏମସି
ଡଙ୍ଗା ଭସା ଉପରେ କଟକଣା
author img

By

Published : Nov 26, 2020, 7:59 PM IST

ଭୁବନେଶ୍ବର: କୋରାନା ମହାମାରୀ ସଂକ୍ରମଣ ଆଶଙ୍କାରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସେଇବା ଉପରେ କଟକଣା ଲଗାଇଛି ବିଏମସି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ସମସ୍ତ ଜଳାଶୟ ଓ ନଦୀଘାଟରେ ଏକତ୍ର ହୋଇ ଡଙ୍ଗା ଭସେଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଡଙ୍ଗା ଭସା ଉପରେ କଟକଣା ଲଗାଇଲା ବିଏମସି
ଡଙ୍ଗା ଭସା ଉପରେ କଟକଣା ଲଗାଇଲା ବିଏମସି

ଆଜି(ଗୁରୁବାର) ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାସହ ଜଳାଶୟରେ ବୁଡ଼ ପକେଇବା ଉପରେ ମଧ୍ୟ କଟକଣା ଲଗାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିନ୍ଦୁ ସାଗର, ନଦୀ ଘାଟ, ପୋଖରୀ ଏବଂ ଜଳାଶୟରେ ଭିଡକୁ ଏଡ଼ାଇବା ପାଇଁ ବିଏମସି ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି।

ତେବେ କୋଭିଡ-19 ସଂକ୍ରମଣ ଆଶଙ୍କାରେ ପୂର୍ବରୁ ଏନେଇ ରାଜ୍ୟ ସରକାର ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଅବା ଜଳାଶୟ ଗୁଡିକରେ ଡଙ୍ଗା ଭସା ଓ ବୁଡ ପକାଇବା ଉପରେ କଟକଣା ଜାରି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.