ETV Bharat / city

ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବିଜେପିର ଦୀପଦାନ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ । NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବିଜେପି ପକ୍ଷରୁ ଦୀପଦାନ । ଅଧିକ ପଢ଼ନ୍ତୁ

author img

By

Published : Jul 18, 2022, 2:41 PM IST

bjp workers offer prayer for president candidate draupadi murmu
ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବିଜେପିର ଦୀପ ଦାନ

ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ । ଦେଶର 4809ଜଣ ସାଂସଦ ଓ ବିଧାୟକମାନେ ଭୋଟ୍‌ ଦେଉଛନ୍ତି । NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବିଜେପି ପକ୍ଷରୁ ଦୀପଦାନ କରାଯାଇଛି । ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ମା' ଭଗବତୀଙ୍କ ମନ୍ଦିରରେ ଦୀପ ଜାଳି ଦ୍ରୌପଦୀଙ୍କ ଶୁଭ ମନାସିଛନ୍ତି ବିଜେପି କର୍ମୀ । ଭୋଟିଂ ପ୍ରକ୍ରିୟା ଜାରି ରହିଥିବାବେଳେ ବିଜେପିର ଓବିସି ମୋର୍ଚ୍ଚା ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ରେକର୍ଡ ସଂଖ୍ୟକ ଭୋଟରେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବେ ବୋଲି ଦଳ ପ୍ରାର୍ଥନା କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.