ETV Bharat / city

Dhamnagar By-Poll: ଧାମନଗରରେ ଆମେ ଜିତିବୁ: ମନମୋହନ ସାମଲ - ଧାମନଗର ଉପନିର୍ବାଚନ

ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ଏହାକୁ ନେଇ ବରିଷ୍ଠ ବିଜେପି ନେତା ମନମୋହନ ସାମଲ କହିଛନ୍ତି, ବିଜେପି ନିଶ୍ଚିତ ଭାବେ ବିଜୟ ଲାଭ କରିବ । ଅଧିକ ପଢନ୍ତୁ

Dhamnagar by Poll: ଧାମନଗରରେ ଆମେ ଜିତିବୁ: ମନମୋହନ ସାମଲ

author img

By

Published : Oct 4, 2022, 9:57 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ଏହାକୁ ନେଇ ବରିଷ୍ଠ ବିଜେପି ନେତା ମନମୋହନ ସାମଲ କହିଛନ୍ତି, "ବିଜେପି ନିଶ୍ଚିତ ଭାବେ ବିଜୟ ଲାଭ କରିବ ।"

ମନମୋହନ ସାମଲ କହିଛନ୍ତି, ଧାମନଗର ଉପନିର୍ବାଚନରେ ଭଲ ମାର୍ଜିନରେ ଜିତିବ ଦଳ । କାରଣ ଧାମନଗରରେ ବିଜେପିର ଯେଉଁ ସଂଗଠନ ଶକ୍ତି ଅଛି ସେହି ଆଧାରରେ ଆମେ ଜିତିବୁ। ଏହି ସଂଗଠନ ଆଗରେ ବିଜେଡି ଜିତିବା କଷ୍ଟକର ହେବ। ଆମେ ଆମ ତାକତରେ ଜିତିବୁ। ଆମ କାର୍ଯ୍ୟକର୍ତ୍ତା ମାନେ ଗ୍ରାଉଣ୍ଡ ଲେବଲରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ସଂସଦୀୟ ବୋର୍ଡ ଠିକ ସମୟରେ ପ୍ରାର୍ଥୀ ଘୋଷଣା କରିବ ।

Dhamnagar by Poll: ଧାମନଗରରେ ଆମେ ଜିତିବୁ: ମନମୋହନ ସାମଲ

ଦଳରେ କୋର କମିଟି ଗଠନ କରାଯାଇଛି। କୋର କମିଟି ଜରିଆରେ ଆମେ କାମ କରିବୁ। ଧାମନଗରରେ ବିଷ୍ଣୁ ସେଠୀଙ୍କର ଭଲ ସମ୍ପର୍କ ଥିଲା। ତେଣୁ ନିଶ୍ଚିତ ଭାବରେ ସିମ୍ପାଥି ଭୋଟ ମିଳିବ। ଏହା ଲୋକମାନଙ୍କ ଉପରେ ପ୍ରଭାବ ପକାଇବ। ଉପନିର୍ବାଚନ ପାଇଁ ବିଧାୟକ, ସାଂସଦ ଓ କର୍ମୀମାନେ ଲୋକମାନଙ୍କ ପାଖକୁ ଯିବେ ବୋଲି କହିଛନ୍ତି ମନମୋହନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.