ETV Bharat / city

ପୌର ଫାଇଟ୍: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ୍

author img

By

Published : Mar 11, 2022, 10:37 PM IST

ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ୫ ଜଣିଆ ବିଜେପି ପ୍ରତିନିଧି ଦଳ। ବିଜେପି ପ୍ରାର୍ଥୀମାନଙ୍କୁ ଜୋର ଜବରଦସ୍ତ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଉଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପିର ୫ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ୫ ଜଣିଆ ବିଜେପି ପ୍ରତିନିଧି ଦଳ। ବିଜେପି ପ୍ରାର୍ଥୀମାନଙ୍କୁ ଜୋର ଜବରଦସ୍ତ କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଉଥିବା ଅଭିଯୋଗ କରିଛି ବିଜେପି । ଏପରି କାର୍ଯ୍ୟ ଶାସକ ଦଳ ପକ୍ଷରୁ କରାଯାଉଥିବା ଅଭିଯୋଗ ଆଣିଛି ଦଳ ।

ବିଜେଡ଼ି ପକ୍ଷରୁ ଧମକ ଦିଆଯାଉଥିବା ଅଭିଯୋଗ ଆଣିଛି ବିଜେପି। ବିଜେଡ଼ି ଗୁଣ୍ଡାମାନଙ୍କୁ ନିୟୋଜିତ କରିଛି । ନିର୍ବାଚନକୁ ବିଜେଡ଼ି ମନ ମୁତାବକ କରୁଛି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ବିଜେପି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.