ETV Bharat / city

'ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠାରେ ପଛୁଆ ଓଡ଼ିଶା'

ରାଜ୍ୟରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣାକୁ ନେଇ ରାଜ୍ୟ ବିଜେପିର ଅଭିଯୋଗ । ୨୦ବର୍ଷ ଶାସନରେ ଗୋଟିଏ ମଧ୍ୟ କୋର୍ଟ ଖୋଲିପାରିଲେନି ରାଜ୍ୟ ସରକାର । ଅଧିକ ଖବର ପଢନ୍ତୁ...

'ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠାରେ ପଛୁଆ ଓଡ଼ିଶା'
'ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠାରେ ପଛୁଆ ଓଡ଼ିଶା'
author img

By

Published : Dec 17, 2019, 1:46 PM IST

Updated : Dec 17, 2019, 2:24 PM IST

ଭୁବନେଶ୍ବର: ରାଜ୍ୟରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣାକୁ ନେଇ ରାଜ୍ୟ ବିଜେପିର ଅଭିଯୋଗ । ବାଜପେୟୀଙ୍କ ସମୟରେ ସାରା ଦେଶରେ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ଆରମ୍ଭ ହୋଇଥିଲା । ଆନ୍ଧ୍ରରେ ୭୨, ତାମିଲନାଡୁରେ ୬୯, ପଶ୍ଚିମବଙ୍ଗରେ ୮୮ ଓ ମହାରାଷ୍ଟ୍ରରେ ୧୦୦ ଫାଷ୍ଟଟ୍ରାକ୍ କୋର୍ଟ ଅଛି ।

'ଫାଷ୍ଟ ଟ୍ରାକ କୋର୍ଟ ପ୍ରତିଷ୍ଠାରେ ପଛରେ ଓଡ଼ିଶା'

କିନ୍ତୁ ୨୦ବର୍ଷ ଶାସନରେ ଗୋଟିଏ ମଧ୍ୟ କୋର୍ଟ ଖୋଲିପାରିଲେନି ରାଜ୍ୟ ସରକାର । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

'ସାରା ରାଜ୍ୟରେ ୧୨ହଜାର ଦୁଷ୍କର୍ମ ଓ ପୋକ୍ସୋ ମାମଲା ବିଚାର ନହୋଇ ପଡ଼ିରହିଛି । ପୋଲିସ ରିପୋର୍ଟ ଅନୁଯାୟୀ, ସାକ୍ଷୀଙ୍କୁ ସୁରକ୍ଷା ନଦେଲେ ତ୍ବରିତ ନ୍ୟାୟ ପ୍ରଦାନ ଅସମ୍ଭବ । ବିଜେପି ଶାସିତ ରାଜ୍ୟରେ ସବୁ ଜିଲ୍ଲାରେ ମହିଳା ଥାନା ଅଛି । କିନ୍ତୁ ରାଜ୍ୟରେ ମାତ୍ର ୬ଟି ମହିଳା ଥାନା ଅଛି । ଯେତେ ମହିଳା ଥାନା ହେବ କେନ୍ଦ୍ର ୬୦ଭାଗ ଅର୍ଥ ଦେବ । କିନ୍ତୁ ରାଜ୍ୟ ସରକାରଙ୍କ ଇଚ୍ଛାର ଅଭାବ ରହିଛି । ତେଣୁ ଦୁଷ୍କର୍ମ ବଢ଼ିଚାଲିଛି '।

'କେବଳ ମୁହଁ ଲୁଚାଇବା ପାଇଁ ଏମିତି ଘୋଷଣା କରୁଛନ୍ତି । ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବରେ ଉତ୍ତର ରଖନ୍ତୁ କେବେ ସୁଦ୍ଧା ଏହି କୋର୍ଟ ଓ ଅଧିକ ମହିଳା ଥାନା ପ୍ରତିଷ୍ଠା କରି କାର୍ଯ୍ୟକାରୀ କରିବେ' ବୋଲି ପ୍ରେସମିଟରେ ଗର୍ଜିଛନ୍ତି ବିରୋଧୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ୪୫ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ସରକାରଙ୍କ ଘୋଷଣାକୁ ନେଇ ରାଜ୍ୟ ବିଜେପିର ଅଭିଯୋଗ । ବାଜପେୟୀଙ୍କ ସମୟରେ ସାରା ଦେଶରେ ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବା ଆରମ୍ଭ ହୋଇଥିଲା । ଆନ୍ଧ୍ରରେ ୭୨, ତାମିଲନାଡୁରେ ୬୯, ପଶ୍ଚିମବଙ୍ଗରେ ୮୮ ଓ ମହାରାଷ୍ଟ୍ରରେ ୧୦୦ ଫାଷ୍ଟଟ୍ରାକ୍ କୋର୍ଟ ଅଛି । କିନ୍ତୁ ୨୦ବର୍ଷ ଶାସନରେ ଗୋଟିଏ ମଧ୍ୟ କୋର୍ଟ ଖୋଲିପାରିଲେନି । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

ସାରା ରାଜ୍ୟରେ ୧୨ହଜାର ଦୁଷ୍କର୍ମ ଓ ପୋକସୋ ମାମଲା ବିଚାର ନହୋଇ ପଡ଼ିରହିଛି । ପୋଲିସ ରିପୋର୍ଟ , ସାକ୍ଷୀଙ୍କୁ ସୁରକ୍ଷା ନଦେଲେ ତ୍ୱରିତ ନ୍ୟାୟ ପ୍ରଦାନ ଅସମ୍ଭବ । ବିଜେପି ଶାସିତ ରାଜ୍ୟରେ ସବୁ ଜିଲ୍ଲାରେ ମହିଳା ଥାନା ଅଛି । କିନ୍ତୁ ରାଜ୍ୟରେ ମାତ୍ର ୬ଟି ମହିଳା ଥାନା ଅଛି । ଯେତେ ମହିଳା ଥାନା ହେବ କେନ୍ଦ୍ର ୬୦ଭାଗ ଅର୍ଥ ଦେବ । କିନ୍ତୁ ରାଜ୍ୟ ସରକାରଙ୍କ ଇଚ୍ଛାର ଅଭାବ ରହିଛି । ତେଣୁ ଦୁଷ୍କର୍ମ ବଢ଼ିଚାଲିଛି । କେବଳ ମୁହଁ ଲୁଚାଇବା ପାଇଁ ଏମିତି ଘୋଷଣା କରୁଛନ୍ତି । ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବରେ ଉତ୍ତର ରଖନ୍ତୁ କେବେ ସୁଦ୍ଧା ଏହି କୋର୍ଟ ଓ ଅଧିକ ମହିଳା ଥାନା ପ୍ରତିଷ୍ଠା କରି କାର୍ଯ୍ୟକାରୀ କରିବେ ।

Body:ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ନେତାConclusion:
Last Updated : Dec 17, 2019, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.