ETV Bharat / city

'ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ' - ବିଜେପି ସିବିଆଇ

ବିଜେପି ସିବିଆଇର ଦ୍ବାରସ୍ଥ ହେବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଲାଣି। ନବରଙ୍ଗପୁର କୋଷାଗୁମୁଡ଼ା ଘଟଣା କେବଳ ନାବାଳିକାକୁ ହତ୍ୟା ନୁହେଁ ଏହା ଏକ ଗଣଦୁଷ୍କର୍ମ ଘଟଣା ବୋଲି ବିଜେପି ଅଭିଯୋଗ କରିଆସୁଛି ।

'ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ'

author img

By

Published : Jan 2, 2020, 9:00 PM IST

ଭୁବନେଶ୍ବର: ବିଜେପି ସିବିଆଇର ଦ୍ବାରସ୍ଥ ହେବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଲାଣି। ନବରଙ୍ଗପୁର କୋଷାଗୁମୁଡ଼ା ଘଟଣା କେବଳ ନାବାଳିକାକୁ ହତ୍ୟା ନୁହେଁ ଏହା ଏକ ଗଣଦୁଷ୍କର୍ମ ଘଟଣା ବୋଲି ବିଜେପି ଅଭିଯୋଗ କରିଆସୁଛି । ମାତ୍ର ଜାଣିଶୁଣି ଏହି ସମ୍ବେଦନଶୀଳ ଘଟଣାକୁ ଚାପି ଦେବାକୁ ବସିଛି ଜିଲ୍ଲା ପ୍ରଶାସନ ।

'ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ'

ରାଜ୍ୟ ସରକାରଙ୍କ ଏଜେଣ୍ଟ ଭାବେ ଶାସନ କଳ କାର୍ଯ୍ୟ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଯାହାଫଳରେ ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ବିଜେପି କହିଛି।

ତେଣୁ ଏ ଘଟଣାରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ଆଗାମୀ ଦିନରେ ବିଜେପି ପକ୍ଷରୁ ନ୍ୟାୟିକ ତଦନ୍ତ ଏବଂ ଆବଶ୍ୟକ ପଡ଼ିଲେ ସିବିଆଇ ତଦନ୍ତ ଦାବି କରିବ ବିଜେପି । ସେପଟେ ଏନେଇ ଜବାବ ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ତପନ କୁମାର ଦାସ, ଇଟିଭି ଭାରତ

Intro:ରାଜ୍ୟରେ ମହିଳା ଅସୁରକ୍ଷିତ, ତାର ପ୍ରମାଣ ନବରଙ୍ଗପୁର କୋଶାଗୁମୁଡ଼ା ଘଟଣା।

Body:ବିଜେପି ସିବିଆଇ ଦ୍ୱାରସ୍ଥ ହେବ।ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ।କୋଷାଗୁମୁଡ଼ା ଘଟଣା ଏକ ମର୍ଡର ନୁହେଁ ଏହା ଏକ ଗଣଦୁଷ୍କର୍ମ ଘଟଣା ।ଜାଣିଶୁଣି ଏହି ସମ୍ବେଦନଶୀଳ ଘଟଣାକୁ ଚାପି ଦେବାକୁ ବସିଛି ଜିଲ୍ଲା ପ୍ରଶାସନ।ରାଜ୍ୟ ସରକାରଙ୍କ ଏଜେଣ୍ଟ ଭାବେ କାର୍ଯ୍ୟ କରୁଛି ଶାସନ କଳ।ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି ମଣୁଛନ୍ତି।ନବୀନ ବାବୁ ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ।ତେଣୁ ଏ ଘଟଣାରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ଆଗାମୀ ଦିନରେ ବିଜେପି ପକ୍ଷରୁ ନ୍ୟାୟିକ ତଦନ୍ତ ଏବଂ ଆବଶ୍ୟକ ପଡ଼ିଲେ ସିବିଆଈ ତଦନ୍ତ ଦାବି କରିବ ବିଜେପି।

ସେପଟେ ଏନେଇ ଜବାବ ରଖିଛନ୍ତି ବିଜେଡି ନେତା ପ୍ରତାପ ଦେଵ।plz add pratap deb bjd leader byt tapan has sent।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.