ETV Bharat / city

ମନ୍ତ୍ରୀ ରଣେନ୍ଦ୍ରଙ୍କ ବୟାନକୁ ବିଜେପିର ସମାଲୋଚନା

ପଞ୍ଚାୟତିରାଜ ଦିବସରେ କଟକ ସଭାରେ ବିଜେଡି ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ବିଜେପିର ପ୍ରତିକ୍ରିୟା । ଅଧିକ ପଢନ୍ତୁ...

author img

By

Published : Mar 6, 2020, 1:27 AM IST

PRESSMEET
ମନ୍ତ୍ରୀ ରଣେନ୍ଦ୍ରଙ୍କ ବୟାନକୁ ବିଜେପିର ସମାଲୋଚନା

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମନ୍ତବ୍ୟକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । କଟକରେ ଏକ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ମନ୍ତ୍ରୀ ଯେଉଁଭଳି ଭାବରେ ରାଜନୈତିକ ବୟାନ ବାଜି କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେପି ମୁଖପାତ୍ର ।

ରାଜ୍ୟ ବିଜେପି ମନ୍ତ୍ରୀଙ୍କ ଏଭଳି ହୀନ ମନ୍ତବ୍ୟକୁ ଘୋର ବିରୋଧ କରୁଛି ବୋଲି ଗୁରୁବାର ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗୋଲକ ମହାପାତ୍ର । ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ମନ୍ତ୍ରୀ ରଣେନ୍ଦ୍ରଙ୍କ ସମାଲୋଚନାକୁ ବିଜେପି ନିନ୍ଦା କରିଛି । ରାଜନୈତିକ ଦୃଷ୍ଟିକୋଣରୁ ମନ୍ତ୍ରୀ ଦେବାଳିଆ ହୋଇଯାଇଥିବା ବିଜେପି କହିଛି ।

ତେବେ ସରକାର ସ୍ପଷ୍ଟ କରନ୍ତୁ ଏହା ଦଳୀୟ କାର୍ଯ୍ୟକ୍ରମ ଥିଲା ନା ସରକାରୀ କାର୍ଯ୍ୟକ୍ରମ । ଏଭଳି ହୀନ ମନ୍ତବ୍ୟ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଗୋଲକ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.