ETV Bharat / city

ଆଗକୁ ପଞ୍ଚାୟତ ନିର୍ବାଚନ, କୋରୋନାକୁ ଢାଲ କରି ବିଜେପି ଖଞ୍ଜିଲା ଅସ୍ତ୍ର - bjp state president reaction on coron

ଆଗକୁ ପଞ୍ଚାୟତ ନିର୍ବାଚନ । ବିଜେପି ଏବେଠୁ କଷିଲାଣି ଅଙ୍କ। ନିର୍ବାଚନ ବୈତରଣୀ ପାରିହେବାକୁ ମୁଖିଆ ଫୁଙ୍କିଲେଣୀ ମନ୍ତ୍ର। ଆଉ କୋରୋନାକୁ ଢାଲ କରି ଖଞ୍ଜିଲେଣି ଅସ୍ତ୍ର। ଅଧିକ ପଢନ୍ତୁ...

bjp state president
ଆଗକୁ ପଞ୍ଚାୟତ ନିର୍ବାଚନ, କୋରୋନାକୁ ଢାଲ କରି ବିଜେପି ଖଞ୍ଜିଲା ଅସ୍ତ୍ର
author img

By

Published : May 10, 2020, 6:42 PM IST

ଭୁବନେଶ୍ବର: ଆଗକୁ ପଞ୍ଚାୟତ ନିର୍ବାଚନ । ବିଜେପି ଏବେଠୁ କଷିଲାଣି ଅଙ୍କ। ନିର୍ବାଚନ ବୈତରଣୀ ପାରିହେବାକୁ ମୁଖିଆ ଫୁଙ୍କିଲେଣୀ ମନ୍ତ୍ର। ଆଉ କୋରୋନାକୁ ଢାଲ କରି ଖଞ୍ଜିଲେଣି ଅସ୍ତ୍ର।

ଆଗକୁ ପଞ୍ଚାୟତ ନିର୍ବାଚନ, କୋରୋନାକୁ ଢାଲ କରି ବିଜେପି ଖଞ୍ଜିଲା ଅସ୍ତ୍ର

ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ସହଯୋଗ କରିବାକୁ ପଞ୍ଚାୟତ ପ୍ରତିନିଧିକୁ ଆହ୍ବାନ ଦେଇଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଏପରିକି ସରକାରଙ୍କ କୋରୋନା ମୁକାବିଲା ନେଇ ନେଉଥିବା ପଦକ୍ଷେପରେ ସହଯୋଗ କରିବାକୁ ଅପିଲ କରିଛନ୍ତି। ପ୍ରବାସୀଙ୍କୁ କ୍ବାରେଣ୍ଟାଇନରେ ବା ଟିଏମସିରେ ରଖି ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେବାକୁ ଆହ୍ବାନ କରିଛନ୍ତି।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଅଧିକାଂଶ ପଞ୍ଚାୟତ ପ୍ରତିନିଧୀ ଓ ଜିଲ୍ଲା ପ୍ରତିନିଧି ବିଜୟୀ ହୋଇଥିଲେ । ଯେଉଁମାନେ ଏଥର କୋରୋନା ମୁକାବିଲାରେ ପଞ୍ଚାୟତସ୍ତରରେ ମଙ୍ଗ ଧରିଛନ୍ତି। ଆଉ ଏହି ମୌକାରେ ଲୋକଙ୍କ ନିକଟତର ହୋଇ ପଞ୍ଚାୟତ ନିର୍ବାଚନ ପାର ହେବାକୁ ପରୋକ୍ଷରେ ଇସାରା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସୂଚନାଥାଉକି, ରାଜ୍ୟରେ 2022 ମସିହାରେ ପଞ୍ଚାୟତ ନିର୍ବାଚନ ହେବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.