ETV Bharat / city

ଆଇସୋଲେସନ ୱାର୍ଡରେ ଦମ୍ପତିଙ୍କ ମୃତ୍ୟୁ ଘଟଣା, ଓଏଚଆରସିଙ୍କ ଦ୍ବାରସ୍ଥ ହେଲା ବିଜେପି ଏସଟି ମୋର୍ଚ୍ଚା - ଓଏଚଆରସିଙ୍କ ଦ୍ବାରସ୍ଥ ହେଲା ବିଜେପି ଏସ ଟି ମୋର୍ଚ୍ଚା

ଜଗତସିଂହପୁର ଜିଲ୍ଲାର ଆଇସଲେସନ ୱାର୍ଡରେ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ଓଏଚଆରସିଙ୍କ ନିକଟରେ ଫେରାଦ ହୋଇଛି ବିଜେପି ଏସିଟି ମୋର୍ଚ୍ଚା । ଘଟଣାର ଉପଯୁକ୍ତ ତଦନ୍ତ କରି ମୃତକଙ୍କ ପରିବାରକୁ 30 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେବା ପାଇଁ ବିଜେପି ବିଭୁ ତରାଇ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଜଗତସିଂହପୁର ୱାର୍ଡରେ ଦମ୍ପତିଙ୍କ ମୃତ୍ୟୁ ଘଟଣା, ଓଏଚଆରସିଙ୍କ ଦ୍ବାରସ୍ଥ ହେଲା ବିଜେପି ଏସ ଟି ମୋର୍ଚ୍ଚା

author img

By

Published : Jul 10, 2020, 5:28 PM IST

ଭୁବନେଶ୍ବର: ଆଇସଲେସନ ୱାର୍ଡରେ ଦମ୍ପତିଙ୍କ ମୃତ୍ୟୁ ଘଟଣା, ରାଜ୍ୟ ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହେଲା ବିଜେପି ଏସଟି ମୋର୍ଚ୍ଚା । ଜଗତସିଂହପୁର ଜିଲ୍ଲାର ଆଇସଲେସନ ୱାର୍ଡରେ ଦମ୍ପତିଙ୍କ ମୃତ୍ୟୁ ଘଟଣାରେ ଓଏଚଆରସିଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି ଏସିଟି ମୋର୍ଚ୍ଚା । ଘଟଣାର ଉପଯୁକ୍ତ ତଦନ୍ତ କରି ମୃତକଙ୍କ ପରିବାରକୁ 30 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଜଗତସିଂହପୁର ୱାର୍ଡରେ ଦମ୍ପତିଙ୍କ ମୃତ୍ୟୁ ଘଟଣା, ଓଏଚଆରସିଙ୍କ ଦ୍ବାରସ୍ଥ ହେଲା ବିଜେପି ଏସ ଟି ମୋର୍ଚ୍ଚା

ଜଗତସିଂହପୁର ଜିଲ୍ଲାରେ ଦେଶରେ କୋରୋନା ମାହାମାରୀକେ ନେଇ ଲକଡାଉନ ଜାରି ହୋଇଥିବା ବେଳେ ବାହାର ରାଜ୍ୟରୁ ଆସିଥିବା ଦମ୍ପତିଙ୍କର ଆଇସଲେସନ ୱାର୍ଡରେ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ବିଜେପିର ଏକ ଟିମ ବିଜେପି ନେତା ବିଭୁ ତରାଇ ନେତୃତ୍ବରେ ଓଏଚଆରସିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣା ଦିନ ପତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବା ପରେ ଉକ୍ତ ହସ୍ପିଟାଲରେ ଡାକ୍ତର ଟିମ ଚିକିତ୍ସା କରିବାକୁ ଡାକ୍ତର ଆସିନଥିଲେ । ପରବର୍ତ୍ତୀ ସମୟରେ ସ୍ବାମୀ ମରିଯିବା ପରେ ଏହାର ଦୁଃଖରେ ଭାଙ୍ଗିପଡି ସ୍ତ୍ରୀ ଏକ ଛୁରୀରେ ହାତ କାଟି ଦେଇଥିଲେ ମଧ୍ୟ କୌଣସି ଡାକ୍ତର ଆସିନଥିଲେ । ତେବେ ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ତେବେ ଜଣେ ରୋଗୀ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ କୌଣସି ଡାକ୍ତର ଆସିନଥିଲେ । ତେଣୁ ଏମାନଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯାଉ ବୋଲି ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଜେପି ନେତା ବିଭୁ ତରାଇ ।

ସୂଚନାଥାଉକି ଜଗତସିଂହପୁର ଜିଲ୍ଲା ଏରସମା କୋଟଜଙ୍ଗା ଗାଁର ନିର୍ଲିପ୍ତ ଭୋଳ ଓ ତାଙ୍କ ସ୍ତ୍ରୀ ଆଇସଲେସନ ୱାର୍ଡରେ ଥିଲେ । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଆଇସୋଲେସନ ଓ୍ବାର୍ଡରେ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ମୃତ୍ୟୁବରଣ କରିଥିଲେ । ଏହାପରେ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.