ETV Bharat / city

ହଟସ୍ପଟ ଗଞ୍ଜାମ: ବିଜେପିର ଅଭିଯୋଗ ପରେ ବିଜେଡିର ପାଲଟା ଜବାବ

author img

By

Published : Jul 21, 2020, 8:02 PM IST

ବିଜେପି ପକ୍ଷରୁ ସରକାରଙ୍କ ନିଆଯାଉଥିବା ପଦକ୍ଷେପକୁ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ଗଞ୍ଜାମର ସାସଂଦ ପାର୍ଥୀ ଭୃଗୁ ବକ୍ସିପାତ୍ର । ଯାହାକୁ ନେଇ ପାଲଟା ଜବାବ ରଖିଛି ବିଜେଡି । ଅଧିକ ପଢନ୍ତୁ..

ହଟସ୍ପଟ ଗଞ୍ଜାମ: ବିଜେପିର ଅଭିଯୋଗ ପରେ ବିଜେଡିର ପାଲଟା ଜବାବ
ହଟସ୍ପଟ ଗଞ୍ଜାମ: ବିଜେପିର ଅଭିଯୋଗ ପରେ ବିଜେଡିର ପାଲଟା ଜବାବ

ଭୁବନେଶ୍ବର: ଗଞ୍ଜାମରେ ଦିନକୁ ଦିନ କୋରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ସମୟରେ ବିଜେପି ପକ୍ଷରୁ ସରକାରଙ୍କ ନିଆଯାଉଥିବା ପଦକ୍ଷେପକୁ ସମାଲୋଚନା କରାଯାଉଛି । ଏନେଇ ପୂର୍ବରୁ ବିଜେପି ନେତା ତଥା ଗଞ୍ଜାମର ସାସଂଦ ପାର୍ଥୀ ଭୃଗୁ ବକ୍ସିପାତ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ପାଲଟା ଜବାବ ରଖିଛି ବିଜେଡି ।

ଆଜି ବିଜେଡି ପକ୍ଷରୁ ମୁଖପାତ୍ର ଲେଲିନ ମାହାନ୍ତି କହିଛନ୍ତି ଯେ,ଦେଶରେ ପ୍ରତ୍ୟେକ ତିନି ଦିନରେ ଲକ୍ଷେ କୋଭିଡ୍ ପଜେଟିଭ୍ ଆଡ ହେଉଛି । ଆମେ ଦେଖୁଛୁ ଭୃଗୁବକ୍ସି ପାତ୍ର ପ୍ରତ୍ୟେକ ଦିନ ନୂଆନୂଆ ଉପଦେଶ ଦେଉଛନ୍ତି । କେନ୍ଦ୍ର ସରକାରଙ୍କୁ ସେ ଏହି ଉପଦେଶ ଦିଅନ୍ତୁ। ଜୋର ଜବରଦସ୍ତ ସେ ପ୍ରସଙ୍ଗକୁ ଘୋଷାଡି ମତ ଦେଉଛନ୍ତି।

ବିଜେପି କଣ ଗଞ୍ଜାମ ବିରୋଧୀ କି ବୋଲି ପ୍ରଶ୍ନ କରିଛନ୍ତି ଲେଲିନ। ଯିଏ ଯେଉଁ ମତ ଦେଉଛନ୍ତି ସେ କାଗଜ ପତ୍ର ନେଇ ପ୍ରତିକ୍ରିୟା ରଖନ୍ତୁ । ରାଜ୍ୟ ସରକାର ପ୍ରତିଦିନ କୋରନା ସ୍ଥିତି ଦେଖି ପଦକ୍ଷେପ ନେଉଛନ୍ତି । ଏହାସହ ଭୃଗୁ କି ବିଜେପି ଗଞ୍ଜାମ ବିରୋଧୀ ନହୁଅନ୍ତୁ ବୋଲି କହିଛି ବିଜେଡ଼ି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.