ETV Bharat / city

‘ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ଠିକ, NINL ସ୍ଥିତି ସୁଧୁରିବ’

author img

By

Published : Jan 8, 2020, 9:38 PM IST

କେନ୍ଦ୍ର ସରକାରଙ୍କ ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ପ୍ରସଙ୍ଗରେ ରାଜ୍ୟ ବିଜେପିର ସମର୍ଥନ । ଅଧିକ ପଢନ୍ତୁ...

PHOTO
PHOTO

ଭୁବନେଶ୍ବର: ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟରେ ବୁଧବାର ନିଷ୍ପତ୍ତି ହୋଇଛି ।

ସୂଚନା ଅନୁସାରେ NINLରେ ଥିବା ୬ଟି ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହୃତ ହେବ। MMTC, ମେକନ ଆଦି ୬ଟି ଅଂଶୀଦାର ପୁଞ୍ଜି ପ୍ରତ୍ୟାହାର କରିବେ। ନିଲାମୀ ଜରିଆରେ ନୂଆ ଅଂଶୀଦାର NINLରେ ସାମିଲ ହେବେ। ଏହା ଦ୍ବାରା ନୀଳାଚଳ ଇସ୍ପାତର ରୂପ ବଦଳିବ ଓ ରୋଜଗାର ମଧ୍ୟ ବଢିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାକୁ ନେଇ ବିରୋଧୀ ବିରୋଧ କରୁଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ନିଷ୍ପତ୍ତି ସଂପର୍କରେ ସ୍ପଷ୍ଟୀକରଣ ଦିଆଯାଇଛି ।

NINL ସ୍ଥିତି ସୁଧୁରିବ- ବିଜେପି

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସମୀର ମହାନ୍ତି ଏସଂପର୍କରେ କହିଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉଭୟ କର୍ମଚାରୀ ଓ ସଂସ୍ଥା ପାଇଁ ଫାଇଦା ହେବ । ଶହ ଶହ କର୍ମଚାରୀ ନିଜ ଚାକିରୀକୁ ନେଇ ଆଶା ଆଶଙ୍କାରେ ରହିଥିଲେ। ଏବେ ସେସବୁ ଦୂର ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଭିନ୍ନ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜ୍ୟ ବିନେପି। ବିଶେଷ କରି ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ ରୁ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ଉଭୟ କର୍ମଚାରୀ ଓ ସଂସ୍ଥା ପାଇଁ ଫାଇଦା ଦେବ। ଶହ ଶହ କର୍ମଚାରୀ ନିଜ ଚାକିରୀକୁ ନେଇ ଆଶା ଆଶଙ୍କାରେ ରହିଥିଲେ। ଏବେ ସେସବୁ ଦୂର ହୋଇଛି। ଦଳୀୟ କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି।

Body:ବାଇଟ ସମୀର ମହାନ୍ତି, ବିଜେପି ଉପ ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.