ETV Bharat / city

କଂଗ୍ରେସ କେବଳ ବିରୋଧ କରିବା ଜାଣିଛି: ବିଜେପି - ନାଗରିକତା ସଂଶୋଧନ ବିଲ

ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଭୁବନେଶ୍ବରରେ ଧାରଣା ଦେଇଛି କଂଗ୍ରେସ। ଏହାକୁ ସମାଲୋଚନା କରିଛି ରାଜ୍ୟ ବିଜେପି ।

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Dec 11, 2019, 2:37 PM IST

ଭୁବନେଶ୍ବର: ନାଗରିକ ସଂଶୋଧନ ବିଲକୁ ବିରୋଧ କରି ଭୁବନେଶ୍ବରରେ ଧାରଣା ଦେଇଛି କଂଗ୍ରେସ । ଏହାକୁ ସମାଲୋଚନା କରିଛି ରାଜ୍ୟ ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦଳର ବରିଷ୍ଠ ନେତା ବିଭୁ ତରାଇ କହିଛନ୍ତି, ଏହି ବିଲ ଭାରତର ପଡୋଶୀ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣରୁ ସୁରକ୍ଷା ଦେବ । କଂଗ୍ରେସର ଅଭ୍ୟାସ ହେଉଛି ବିରୋଧ କରିବା। ପୂର୍ବରୁ ମଧ୍ୟ ଏହା ପ୍ରମାଣିତ ହୋଇଛି। ତେଣୁ ଏହାକୁ ସେ ସମର୍ଥନ କରିବ ନାହିଁ । ଏଥିସହ ସେ କହିଛନ୍ତି, ଆମେ ଦୃଢ଼ ନିଶ୍ଚିତ କି ଏହି ବିଲ ପାରିତ ହେବା ସହ ଆଇନରେ ପରିଣତ ହେବ। କେବଳ ବିଜେଡି ନୁହେଁ ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ବିଜେପିକୁ ସମର୍ଥନ କରୁଥିବା ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନାଗରିକତା ବିଲକୁ ବିରୋଧ କରି ଭୁବନେଶ୍ୱରରେ ଧାରଣା ଦେଇଛି। ଏହା ଦେଶର ସାର୍ବଭୌମତ୍ୱ ଵିରୋଧରେ ଯାଉଛି ବୋଲି ଦଳ କହିଛି। ଏଭଳି ସମୟରେ ଆଗକୁ ଆସିଛି ବିଜେପି। ଦଳର ବରିଷ୍ଠ ନେତା ବିଭୁ ତରାଇ କହିଛନ୍ତି, ଏହି ବିଲ ଆଣିବା ପଛରେ ବଡ ସ୍ୱାର୍ଥ ରହିଛି। ଯେଉଁଭଳି ଭାବରେ ଦେଶର ବିଭିନ୍ନ ସ୍ଥାନରେ ସଂଖ୍ୟା ଲଘୁଙ୍କ ଉପରେ ଆକ୍ରମଣ ହେଉଛି ତାକୁ ସୁରକ୍ଷା ଦେବ ଏହି ବିଲ। କଂଗ୍ରେସର ଅଭ୍ୟାସ ହେଉଛି ବିରୋଧ କରିବା। ପୂର୍ବରୁ ମଧ୍ୟ ଏହା ପ୍ରମାଣିତ ହୋଇଛି। ତେଣୁ ଏହାକୁ ସମର୍ଥନ କାଟିବ ଜରୁରୀ। ଏଥିସହ ସେ କହିଛନ୍ତି, ଆମେ ଦୃଢ଼ ନିଶ୍ଚିତ କି ଏହି ବିଲ ପାରିତ ହେବ। ଆଇନରେ ପରିଣତ ହେବ। କେବଳ ବିଜେଡି ନୁହେଁ ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ଆମକୁ ସମର୍ଥନ କରୁଛନ୍ତି। ତେଣୁ ବିଜେଡିକୁ କାହିଁକି ଟଣା ଯାଉଛି ବୋଲି ସେ କହିଛନ୍ତି।

Body:ବାଇଟ ବିଭୁ ପ୍ରସାଦ ତରାଇ, ବରିଷ୍ଠ ବିଜେପି ନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.