ETV Bharat / city

ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ବିଜେପିର ପ୍ରତିବାଦ - ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ବିଜେପିର ପ୍ରତିବାଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣା । ଏନେଇ ବିଜେପି ପଞ୍ଜାବର କଂଗ୍ରେସ ସରକାର ଉପରେ ବର୍ଷିଛି । ଅଧିକ ପଢନ୍ତୁ

ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ
ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ
author img

By

Published : Jan 10, 2022, 10:54 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣା । ଏନେଇ ବିଜେପି ପଞ୍ଜାବର କଂଗ୍ରେସ ସରକାର ଉପରେ ବର୍ଷିଛି । ଓବିସି ମୋର୍ଚ୍ଚାର ମାନବ ଶୃଙ୍ଖଳ ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ। "ଆମ ପ୍ରଧାନମନ୍ତ୍ରୀ ,ଆମ ସ୍ବାଭିମାନ" କେବେ ଏକଥା ବୁଝିବ କଂଗ୍ରେସ ଦଳ ?

ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ

ପଞ୍ଜାବ ସରକାରଙ୍କର ଷଡ଼ଯନ୍ତ୍ର ବିରୁଦ୍ଧରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ସାମ୍ନାରେ "ମାନବ ଶୃଙ୍ଖଳ" ମାଧ୍ୟମରେ ପ୍ରତିବାଦ କରାଯାଇଥିଲା। ଏଥିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜଙ୍କ ନେତୃତ୍ୱରେ ପ୍ରତିବାଦ କରାଯାଇଥିଲା। ଜାନୁଆରୀ 5ରେ ପଞ୍ଜାବ ଫିରୋଜପୁର ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ପାଇଁ କଂଗ୍ରେସ ଦଳକୁ ଦାୟୀ କରିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.