ETV Bharat / city

ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ନିୟମ କୋହଳ ଦାବି: ବିଜେପିର ଦାବିପତ୍ର

author img

By

Published : Feb 15, 2022, 4:53 PM IST

Updated : Feb 15, 2022, 5:17 PM IST

ବିଜେପିର ଏକ ପ୍ରତିନିଧ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି କୋଭିଡ ନିୟମରେ ପରିବର୍ତ୍ତନ ପାଇଁ ଦେଲେ ଦାବିପତ୍ର । ତେବେ ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ଥିବା ନିୟମ କୋହଳ କରିବାକୁ ଦାବି । ଅଧିକ ପଢନ୍ତୁ

ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ନିୟମ କୋହଳ ଦାବି: ବିଜେପିର ଦାବିପତ୍ର
ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ନିୟମ କୋହଳ ଦାବି: ବିଜେପିର ଦାବିପତ୍ର

ଭୁବନେଶ୍ବର: ବିଜେପିର ଏକ ପ୍ରତିନିଧ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି କୋଭିଡ ନିୟମରେ ପରିବର୍ତ୍ତନ ପାଇଁ ଦେଲେ ଦାବିପତ୍ର । ତେବେ ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ଥିବା ନିୟମ କୋହଳ କରିବାକୁ ଦାବି । ଏପଟେ ନିର୍ବାଚନ ପାଇଁ କମିଶନ ବିଭିନ୍ନ ନିୟମରେ କିଛି କୋହଳ କରିଥିବା ବେଳେ ପୁଲିଙ୍ଗ ଏଜେଣ୍ଟ ପାଇଁ ଥିବା ନିୟମ କୋହଳ ଲାଗି ଦାବି ।

ଅନ୍ୟପଟେ ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ଥିବା ଡବଲ ଡୋଜ ଓ ଆରଟିପିସିଆର ଟେଷ୍ଟିଂକୁ ବାଧ୍ୟତାମୂଳକରୁ କୋହଳ କରିବାକୁ ଦାବି କରିଛି ବିଜେପି । ସେହିପରି ସରାକାର ଦୋମୁହାଁ ନୀତି ବୋଲି ବିଜେପି ଅଭିଯୋଗ କରିଛି । ତେବେ ଅନ୍ୟ ସବୁ ନିୟମରେ କୋହଳ କରା ଯାଉଥିବା ବେଳେ ବିଜେପି ଏହାକୁ ଦୃଢ ବିରୋଧ କରିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Feb 15, 2022, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.