ETV Bharat / city

କୌଣସି ସାମୁଖ୍ୟକୁ ନେଇ ବିଜେପି ଚିନ୍ତିତ ନୁହେଁ: ଲେଖାଶ୍ରୀ - କୌଣସି ସାମ୍ମୁଖ୍ୟକୁ ନେଇ ବିଜେପି ଚିନ୍ତିତ ନୁହେଁ

ଦେଶରେ ସମ୍ପ୍ରତି ପୁଣି ଥରେ ତୃତୀୟ ସାମୁଖ୍ୟ ଗଠନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଗତିବିଧି ଏହି ଚର୍ଚ୍ଚାକୁ ବଳ ଯୋଗାଇଛି । ଅଧିକ ପଢନ୍ତୁ

ଲେଖାଶ୍ରୀ
ଲେଖାଶ୍ରୀଲେଖାଶ୍ରୀ
author img

By

Published : May 23, 2022, 10:43 PM IST

ଭୁବନେଶ୍ବର: ଦେଶରେ ସମ୍ପ୍ରତି ପୁଣି ଥରେ ତୃତୀୟ ସାମୁଖ୍ୟ ଗଠନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଗତିବିଧି ଏହି ଚର୍ଚ୍ଚାକୁ ବଳ ଯୋଗାଇଛି । ତେବେ ଚର୍ଚ୍ଚାରେ ଥିବା ତୃତୀୟ ସାମୁଖ୍ୟକୁ ନେଇ ରାଜ୍ୟ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, ଦେଶକୁ ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ମିଳିଛନ୍ତି । ବିଜେପି ସରକାର ଦେଶର ସମ୍ପୂର୍ଣ୍ଣ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ବିଜେପି ବିଶ୍ବର ସର୍ବବୃହତ ଦଳ ।

କୌଣସି ସାମୁଖ୍ୟକୁ ନେଇ ବିଜେପି ଚିନ୍ତିତ ନୁହେଁ: ଲେଖାଶ୍ରୀ

କେନ୍ଦ୍ର ସରକାରଙ୍କ ଯୋଜନାରୁ ବାଦ ପଡିଥିବା ଅନେକ ଲୋକଙ୍କ ନିକଟରେ ସରକାରଙ୍କ କଲ୍ୟାକାରୀ ଯୋଜନାକୁ ପହଞ୍ଚାଇବା ଆମ ପାଇଁ ଆହ୍ବାନ ରହିଛି । ବିଜେପି ପ୍ରଥମ ସ୍ଥାନରେ ରହିଛି । ଦେଶରେ କେତେ କଣ ସାମ୍ମୁଖ୍ୟ ହେବ ବା ହେଉଛି । ସେଥିରେ ବିଜେପିର କିଛି ଅସୁବିଧା ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.