ETV Bharat / city

ବିଜେପୁରରେ ସବୁ ଶକ୍ତି ଲଗାଇ ନିର୍ବାଚନ ଲଢିବ ବିଜେପି: ପ୍ରତାପ ଷଡଙ୍ଗୀ

ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନକରି ଭୁଲ କରିଛନ୍ତି । ନିଜ ସ୍ବାର୍ଥ ପାଇଁ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ନବୀନ ।

author img

By

Published : Sep 22, 2019, 8:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବେନେଶ୍ବର: ବିଜେପୁର ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତ । କୌଣସି ମ୍ୟାଚ ଫିକ୍ସିଙ୍ଗ ଗେମ ହେବ ନାହିଁ ଜୋରଦାର ଲଢେଇ ହେବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିବା ପରେ ଆଜି ଉପ-ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ମନ୍ତ୍ରୀ କହିଛନ୍ତି ସରକାରୀ ଦଳ ସହ ଲଢେଇ କରିବା ପାଇଁ ପ୍ରସଙ୍ଗର ଅଭାବ ନାହିଁ । ବିଜେପୁର ଉପ-ନିର୍ବାଚନ ପାଇଁ ଦଳ ସବୁ ଶକ୍ତି ଲଗାଇ ଲଢିବ । ସରକାରଙ୍କ ବିରୋଧରେ ସ୍ଥାନୀୟ ପ୍ରସଙ୍ଗ ସହ ରାଜ୍ୟର ବହୁ ସମସ୍ୟାକୁ ଉତ୍ଥାପନ କରାଯିବ । ପ୍ରତାପ ଆହୁରି କହିଛନ୍ତି ଏହି ସମୟରେ ରାଜ୍ୟ ଅନେକ ସମସ୍ୟା ଦେଇ ଗତି କରୁଛି । ଜମିକୁ ଜଳ ନାହିଁ, ସ୍କୁଲରେ ଶିକ୍ଷକ ନାହାଁନ୍ତି । ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି । ରାଜ୍ୟର ସୀମା ସୁରକ୍ଷିତ ନୁହେଁ ।

ଖାଲି ଏତିକି ନୁହେଁ ନବୀନ ପଟ୍ଟନାୟକ ଲୋକଙ୍କ ବିରୋଧୀ । ଆୟୁଷ୍ମାନ ଯୋଜନାକୁ କାହିଁକି କାର୍ଯ୍ୟକାରୀ କରୁନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡ଼ିଶା ରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ମୁଡ଼ା ସୃଷ୍ଟି ହେଉଛି: ପ୍ରତାପ ଷଢଙ୍ଗୀ
ଆଗକୁ ଆସୁଛି ବିଜେପୁର ନିର୍ବାଚନ ଏଥି ପାଇଁ ରାଜ୍ୟ ର ତିନି ପ୍ରମୁଖ ଦଳ ନିଜର ଆଣ୍ଟା ଭିଡ଼ିବା ଆରମ୍ଭ କରିଦେଲେଣି। ଅନ୍ୟ ପଟେ ପ୍ରଥି କୁ ନେଇ ଏବେ ବି ସସପେନ୍ସ ବଢୁଥିବା ବେଳେ ସବୁ ଦଳ ନିଜର ବିଜେପୁର ନିର୍ବାଚନ କୁ ନେଇ ନିଜର ନିଜର ଦଳ ଭିତରେ ରଣନୀତି ଆରମ୍ଭ କରି ସାରିଲେଣି। ଅନ୍ୟ ପଟେ ରାଜ୍ୟ ବିଜେପି ଏଥର ଶାସକ ଦଳ ବିଜେଡି କୁ ମାତ୍ ଦେବା ପାଇଁ ବେରୋଜଗାରୀ ଠାରୁ ଓଡିଶା ର ସୀମା ସୁରକ୍ଷିତ ନୁହେଁ ଆଭି ମୁଦା କୁ ଉଠାଇ ଲୋକଙ୍କ ନିଜ ଆଡକୁ କରିବାର ଯୋଜନା ରେ ଲାଗିପଡ଼ିଲାଣି। ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ର ର ଆୟୁସମାନ ଯୋଜନା କୁ ରାଜ୍ୟ ରେ କାର୍ଯ୍ୟକାରୀ କରୁ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ମନ୍ତବ୍ୟ ରଖିଛନ୍ତି।

Body:ଓଡ଼ିଶା ରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ମୁଡ଼ା ସୃଷ୍ଟି ହେଉଛି: ପ୍ରତାପ ଷଢଙ୍ଗୀ
ଆଗକୁ ଆସୁଛି ବିଜେପୁର ନିର୍ବାଚନ ଏଥି ପାଇଁ ରାଜ୍ୟ ର ତିନି ପ୍ରମୁଖ ଦଳ ନିଜର ଆଣ୍ଟା ଭିଡ଼ିବା ଆରମ୍ଭ କରିଦେଲେଣି। ଅନ୍ୟ ପଟେ ପ୍ରଥି କୁ ନେଇ ଏବେ ବି ସସପେନ୍ସ ବଢୁଥିବା ବେଳେ ସବୁ ଦଳ ନିଜର ବିଜେପୁର ନିର୍ବାଚନ କୁ ନେଇ ନିଜର ନିଜର ଦଳ ଭିତରେ ରଣନୀତି ଆରମ୍ଭ କରି ସାରିଲେଣି। ଅନ୍ୟ ପଟେ ରାଜ୍ୟ ବିଜେପି ଏଥର ଶାସକ ଦଳ ବିଜେଡି କୁ ମାତ୍ ଦେବା ପାଇଁ ବେରୋଜଗାରୀ ଠାରୁ ଓଡିଶା ର ସୀମା ସୁରକ୍ଷିତ ନୁହେଁ ଆଭି ମୁଦା କୁ ଉଠାଇ ଲୋକଙ୍କ ନିଜ ଆଡକୁ କରିବାର ଯୋଜନା ରେ ଲାଗିପଡ଼ିଲାଣି। ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ର ର ଆୟୁସମାନ ଯୋଜନା କୁ ରାଜ୍ୟ ରେ କାର୍ଯ୍ୟକାରୀ କରୁ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ମନ୍ତବ୍ୟ ରଖିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.