ETV Bharat / city

ପଶ୍ଚିମବଙ୍ଗ ହିସାଂକୁ ନେଇ ବିଜେପିର ଉପବାସ ପ୍ରତିବାଦ - ବିଜେପିର ଉପବାସ ପ୍ରତିବାଦ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଓ ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ଗୋଟିଏ ଦିନ ଉପବାସ କଲା ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପିର ଅନେକ ନେତା ଉପବାସ କରି ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗ ହିସାଂକୁ ନେଇ ବିଜେପିର ଉପବାସ ପ୍ରତିବାଦ

author img

By

Published : May 5, 2021, 5:10 PM IST

ଭୁବନେଶ୍ବର: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଓ ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ ଗୋଟିଏ ଦିନ ଉପବାସ କଲା ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପିର ଅନେକ ନେତା ଉପବାସ କରି ପ୍ରତିବାଦ କରିଛନ୍ତି ।

ପଶ୍ଚିମବଙ୍ଗ ହିସାଂକୁ ନେଇ ବିଜେପିର ଉପବାସ ପ୍ରତିବାଦ

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ମମତା ବାନାର୍ଜୀଙ୍କ ପ୍ରରୋଚନାରେ ଏଭଳି ହିଂସା ହେବା ନିନ୍ଦନୀୟ ବୋଲି କହିଛନ୍ତି ସମୀର। ସେହିପରି କଂଗ୍ରେସ, ଏନସିପି, ବାମପନ୍ଥୀ ଭଳି ବିରୋଧୀ ଦଳ ଯେଉଁମାନେ ଅସହିଁଷ୍ଣୁର କଥା କହି ଗଣମାଧ୍ୟମ ସାମ୍ନାକୁ ଆସିଥାନ୍ତି ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ସମୀର ।

ଆଜି ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାଙ୍କର ହତ୍ୟା ହେଉଥିଲେ ମଧ୍ୟ କୌଣସି ବିରୋଧୀ ଦଳ ମୁଁହ ଖୋଲୁନାହାନ୍ତି । ଏହା ସ୍ପଷ୍ଟ କରୁଛି ଯେ କେବଳ ମୋଦିଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ବିରୋଧୀଙ୍କ ଏକ ମାତ୍ର ଲକ୍ଷ୍ୟ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.