ETV Bharat / city

ସୁବାସ ପାଣିଗ୍ରାହୀ ଗିରଫ ପ୍ରସଙ୍ଗ: ଡିଜିଙ୍କୁ ଭେଟିଲେ ବିଜେପିର ସମସ୍ତ ବିଧାୟକ

author img

By

Published : May 2, 2022, 10:50 PM IST

ଡିଜିଙ୍କୁ ଭେଟିଲା ରାଜ୍ୟ ବିଜେପି । ଦେବଗଡ ବିଧାୟକଙ୍କ ଗିରଫଦାରୀକୁ ନେଇ ବିଜେପିର ୧୨ ଜଣ ବିଧାୟକ କଟକ ପୋଲିସ ମୁଖ୍ୟାଳୟରେ ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କୁ ଭେଟିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଦେବଗଡ଼ ବିଧାୟକ ଗିରଫ ପ୍ରସଙ୍ଗ: ଡିଜିଙ୍କୁ ଭେଟିଲେ ବିଜେପିର ସମସ୍ତ ବିଧାୟକ

କଟକ: ଡିଜିଙ୍କୁ ଭେଟିଲା ରାଜ୍ୟ ବିଜେପି । ଦେବଗଡ ବିଧାୟକଙ୍କ ଗିରଫଦାରୀକୁ ନେଇ ବିଜେପିର ୧୨ ଜଣ ବିଧାୟକ କଟକ ପୋଲିସ ମୁଖ୍ୟାଳୟରେ ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କୁ ଭେଟିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ସୁବାସ ପାଣିଗ୍ରାହୀ ଯେଉଁ ଏଫଆଇଆର ଦେଇଛନ୍ତି, ସେ ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ରଖିଛନ୍ତି ବିଧାୟକ ।

ତେବେ ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ କରି ଓଡିଶା ପୋଲିସ ବିଡ଼ିଓଙ୍କୁ ଗିରଫ କରିବାକୁ ଦାବି ରଖିଛନ୍ତି ବିଧାୟକ ଦଳ । ସେହିପରି ଆଜି ବିଧାୟକଙ୍କ ଗିରଫ ପ୍ରସଙ୍ଗକୁ ବିରୋଧ କରି ଦେବଗଡରେ ବିଜେପି ୧୨ ଘଣ୍ଟିଆ ବନ୍ଦ କରିଥିଲା । ଏଥିସହ ଗତକାଲି ଦେବଗଡରେ ଥାନା ଆଗରେ ବିଜେପି ପକ୍ଷରୁ ରାତିରେ ଧାରଣା ଦିଆଯାଇଥିଲା ।

କଟକୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.