ETV Bharat / city

ସୁଦୃଢ ହେଉଛି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା; ଜିଲ୍ଲା ପ୍ରଭାରୀ ତାଲିକା ଘୋଷଣା କଲା ଦଳ - ସୁଦୃଢ ହେଉଛି ମହିଳା ମୋର୍ଚ୍ଚା

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାକୁ ସୁଦୃଢ କରୁଛି ଦଳ । ଆଜି ଦଳ ଜିଲ୍ଲା ପ୍ରଭାରୀ ତାଲିକା ଘୋଷଣା କରିଛି । ଅଧିକ ପଢନ୍ତୁ...

ସୁଦୃଢ ହେଉଛି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା; ଜିଲ୍ଲା ପ୍ରଭାରୀ ତାଲିକା ଘୋଷଣା କଲା ଦଳ
ସୁଦୃଢ ହେଉଛି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା; ଜିଲ୍ଲା ପ୍ରଭାରୀ ତାଲିକା ଘୋଷଣା କଲା ଦଳ
author img

By

Published : Aug 24, 2021, 4:01 PM IST

Updated : Aug 24, 2021, 4:13 PM IST

ଭୁବନେଶ୍ବର: ସୁଦୃଢ ହେଉଛି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା । ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳ ଘୋଷଣା କଲା ଜିଲ୍ଲା ପ୍ରଭାରୀ ତାଲିକା । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ୩୬ଟି ସାଙ୍ଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି ।

ଅନୁଗୋଳ- ସୁଷମାରାଣୀ ବିଶ୍ବାଳ

ବାଲେଶ୍ବର- ନିରୋଜ ନଳିନୀ ମହାଳିକ

ବରଗଡ- ସବିତା ନନ୍ଦ

ଭଦ୍ରକ– ଶୋଭନା ମହାନ୍ତି

ଭୁବନେଶ୍ବର- ପ୍ରତିଭା ଶତପଥୀ

ବଲାଙ୍ଗୀର- ମୁକ୍ତା ସାହୁ

ବୌଦ୍ଧ- ଇତିଶ୍ରୀ ଜେନା

କଟକ ନଗର- କାନନବାଳା ପଟ୍ଟନାୟକ

କଟକ ସଦର- ମାନସୀ ହରିଚନ୍ଦନ

ଦେବଗଡ- ସଂଘମିତ୍ରା ପ୍ରଧାନ

ଢେଙ୍କାନାଳ- ଗୀତାରାଣୀ ଦାସ

ଗଜପତି- ମୀନା ଦ୍ୟାନସାମନ୍ତରାୟ

ଗଞ୍ଜାମ- ଅପର୍ଣା ଧୀର ସିଂହ

ଘୁମୁସୁର- କସ୍ତୁରୀ ମିଶ୍ର

ଜଗତସିଂହପୁର- ସୁମତି ଦେ

ଯାଜପୁର- ମନସ୍ମିତା ଖୁଂଟିଆ

ଝାରସୁଗୁଡା- କଳ୍ପନା ଲେଙ୍କା

କଳାହାଣ୍ଡି- ଅର୍ଚ୍ଚନା ପ୍ରଧାନ

କନ୍ଧମାଳ- ରଶ୍ମିମୟୀ ପଟ୍ଟନାୟକ

କେନ୍ଦ୍ରାପଡା- ଜୟଲକ୍ଷ୍ମୀ ମହାନ୍ତି

କେନ୍ଦୁଝର- ଲକ୍ଷ୍ମୀ ସାହୁ

ଖୋର୍ଦ୍ଧା- ନିୟତି ଗିରି; କୋରାପୁଟ - ସୁଭାଷିନୀ ପଟ୍ଟନାୟକ

ମାଲକାନଗିରି- ସୁରଭି ପାଣି

ବାରିପଦା (ମୟୂରଭଞ୍ଜ)- ରଶ୍ମି ରେଖା ଦାସ

ରାଇରଙ୍ଗପୁର (ମୟୂରଭଞ୍ଜ)- କୌଶଲ୍ୟା ନାୟକ

ନବରଙ୍ଗପୁର- ପୂର୍ଣ୍ଣିମା ନାୟକ

ନୟାଗଡ଼- ସଙ୍ଗୀତ ଦାସ

ନୂଆପଡ଼ା- ରଞ୍ଜିତା ପାଣିଗ୍ରାହୀ

ପୁରୀ- ସୁଭାଷିନୀ ପୃଷ୍ଟି

ରାୟଗଡ଼ା- ବବିତା ପାତ୍ର

ସମ୍ବଲପୁର- ପ୍ରତିମା ମିଶ୍ର

ସୁବର୍ଣ୍ଣପୁର- କୁନ୍ତୀ ପାଲ

ସୁନ୍ଦରଗଡ- ମୀନା ସରାଫ

ବଣେଇ (ସୁନ୍ଦରଗଡ)- ପ୍ରମିଳା ଦାସ

ଏବଂ ପାନପୋଷ (ସୁନ୍ଦରଗଡ)ରୁ ରୋଜାଲିନ ଦାସଙ୍କୁ ଜିଲ୍ଲା ପ୍ରଭାରୀ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଭାନେତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 24, 2021, 4:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.