ETV Bharat / city

BJP-BJD Conflict: ରାଜଧାନୀରେ ମୁହାଁମୁହିଁ ଦୁଇ ଦଳ

author img

By

Published : Dec 26, 2021, 6:50 AM IST

ଶନିବାର ଭୁବନେଶ୍ବର ସ୍ଥିତ ଶିଶୁପାଳଗଡରେ ବିଜେପିର ସୁ-ଶାସନ ଦିବସ ପାଳନ ବେଳେ ବିଜେଡିର କାଉଣ୍ଟର ଆଟାକ। । ମୁହାଁମୁହିଁ ହେଲେ ଉଭୟ ଦଳ । ଅଧିକ ପଢନ୍ତୁ

ଭୁବନେଶ୍ବର
ଭୁବନେଶ୍ବର

ଭୁବନେଶ୍ବର: ଶନିବାର ଭୁବନେଶ୍ବର ସ୍ଥିତ ଶିଶୁପାଳଗଡରେ ବିଜେପିର ସୁଶାସନ ଦିବସ ପାଳନ ବେଳେ ବିଜେଡିର କାଉଣ୍ଟର ଆଟାକ। । ମୁହାଁମୁହିଁ ହେଲେ ଉଭୟ ଦଳ ।

ବିଜେପି ପକ୍ଷରୁ ପୂ୍ର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଚାଲିଥିବା ବେଳେ ବିଜେଡିର ରାଲି ବାହାରିଥିଲା । ବିଜେପି ବିଜେଡି କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ଏକ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.