ETV Bharat / city

ପ୍ରଦୀପ ମହାରଥୀଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ବିଜେପିର ଫେରାଦ

author img

By

Published : Nov 28, 2019, 7:56 PM IST

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାଁରେ ଜମିହଡପ ଅଭିଯୋଗ । ଅଭିଯୋଗ ଆଣିଲା ବିଜେପି । ଲୋକାୟୁକ୍ତରେ ଅଭିଯୋଗ ରୁଜୁ କରାଯାଇଛି ।

land grabbing case on pradeep maharathy
ପ୍ରଦୀପ ମହାରଥୀଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ବିଜେପିର ଫେରାଦ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାଁରେ ଜମିହଡପ ଅଭିଯୋଗ । ଲୋକାୟୁକ୍ତରେ ଅଭିଯୋଗ ରୁଜୁ କଲା ବିଜେପି। ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାର ସରକାରୀ ଜମି ମାଡିବସିଛନ୍ତି ଏବଂ ଭଲ ଭଲ କଥା କହି ଲୋକଙ୍କୁ ଫାଙ୍କୁଛନ୍ତି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି ।

ପ୍ରଦୀପ ମହାରଥୀଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ବିଜେପିର ଫେରାଦ

ବିଜେପି ଅଭିଯୋଗ ଅନୁଯାୟୀ, ମହାରଥୀ ତାଙ୍କ ହୁକେଇପୁର ଫାର୍ମ ହାଉସ ନାଁରେ କୋଟିକୋଟି ଟଙ୍କାର ଜମି କରିଛନ୍ତି । ଏହି ଘଟଣାକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ବିଜେପି ଅଭିଯୋଗ ଆଣିଛି। ଲୋକାୟୁକ୍ତ ଏହାର ତଦନ୍ତ କରିବେ ବୋଲି ଆଶ୍ବସନା ଦେଇଛନ୍ତି । ଉକ୍ତ ଘଟଣାକୁ ତଦନ୍ତ କରିବାକୁ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଥିଲା । ହେଲେ ଜିଲ୍ଲାପାଳ କୌଣସି ନିଷ୍ପତି ନେଇନାହାଁନ୍ତି । କାରଣ ସେ ମଧ୍ୟ 56 ଏକର ଗୋଚର ଜମି ହଡ଼ପ କରିଛନ୍ତି । ଏହାର ଖୁବଶୀଘ୍ର ତଦନ୍ତ କରାଯାଉ ବୋଲି ଲୋକାଯୁକ୍ତଙ୍କ ନିକଟରେ ବିଜେପି ମୁଖପତ୍ର ଗୋଲକ ମହାପାତ୍ର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
ଜମି ହଡପ ଘଟଣା, ପ୍ରଦୀପ ମହାରଥୀଙ୍କ ନାମରେ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ ଆଣିଲା ବିଜେପି।

ଲୋକାୟୁକ୍ତ ରେ ଅଭିଯୋଗ ରୁଜୁ କଲା ବିଜେପି। ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାର ସରକାରୀ ଜମି ମାଡିବସିଛନ୍ତି। ପ୍ରଦୀପ ମହାରଥୀ ଭଲ କଥା କହିପାରନ୍ତି। ସେଥିପାଇଁ ସେ ଫାଂକୁଛନ୍ତି।

Body:
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ନାଁରେ ଜମିହଡପ ଅଭିଯୋଗ ହୋଇଛି। ଅଭିଯୋଗ କରିଛି ବିଜେପି। ମହାରଥୀ ତାଙ୍କ ହୁକେଇପୁର ଫାର୍ମ ହାଉସ ନାଁରେ କରିଛନ୍ତି କୋଟି କୋଟି ଟଙ୍କାର ଜମି। ଏହି ଘଟଣା କୁ ନେଇ ଲୋକାୟୁକ୍ତ ଙ୍କ ନିକଟରେ ବିଜେପି ଅଭିଯୋଗ ଆଣି ଛି। ଲୋକାୟୁକ୍ତ ଏହାର ତଦନ୍ତ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ଏହି ଘଟଣାରେ ତଦନ୍ତ କରିବାକୁ ନେଇ ଜିଲ୍ଲାପାଳ ଙ୍କୁ ନିର୍ଦେଶ ରହିଥିଲା। ହେଲେ ଜିଲ୍ଲାପାଳ କୌଣସି ନିଷ୍ପତି ନେଇନାହାନ୍ତି। କାରଣ ସେ ମଧ୍ୟ 56 ଏକର ଗୋଚର ଜମି ହଡପ କରିଛନ୍ତି। ଏହାର ଖୁବ ଶୀଘ୍ର ତଦନ୍ତ କରିବାକୁ ଲୋକାଯୁକ୍ତଙ୍କ ବିଜେପି ମୁଖପତ୍ରା ଗୋଲକ ମହାପାତ୍ର ଅନୁରୋଧ କରିଛନ୍ତି।

Byte- ଗୋଲକ ମହାପାତ୍ର , ବିଜେପି ମୁଖପତ୍ରା।

Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.