ETV Bharat / city

ଏକପାଖିଆ ହେବ ପୌର ନିର୍ବାଚନ ଫଳାଫଳା: ବିଜେଡି ବିଧାୟକ - ବିଜେଡି ବିଧାୟକଙ୍କ ଦାବି ଦଳ ପୌର ନିର୍ବାଚନରେ ସଫଳତା ପାଇବ

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନ ହେବ ଏକପାଖିଆ । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ବିଜେଡି ସପକ୍ଷରେ ପଡିବ ମତ । ପଞ୍ଚାୟତ ନିର୍ବାଚନ ଏକପାଖିଆ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଅଧିକ ପଢନ୍ତୁ

ଏକପାଖିଆ ହେବ ପୌର ନିର୍ବାଚନ ଫଳାଫଳା: ବିଜେଡି ବିଧାୟକ

author img

By

Published : Mar 22, 2022, 9:30 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନ ହେବ ଏକପାଖିଆ । ଗ୍ରାମାଞ୍ଚଳ ପରି ସହରାଞ୍ଚଳରେ ବିଜେଡି ସପକ୍ଷରେ ପଡିବ ମତ । ପଞ୍ଚାୟତ ନିର୍ବାଚନ ଏକପାଖିଆ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।

ଏକପାଖିଆ ହେବ ପୌର ନିର୍ବାଚନ ଫଳାଫଳା: ବିଜେଡି ବିଧାୟକ

ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ଲୋକଙ୍କର ବହୁଳ ସମର୍ଥନ ବିଜେଡି ସହିତ ଅଛି । ସମାଜର ସବୁ ବର୍ଗ ଲୋକ ବିଜେଡିକୁ ସମର୍ଥନ କରୁଛନ୍ତି । ବିଶେଷ କରି ମହିଳାଙ୍କ ପସନ୍ଦର ଦଳ ବିଜେଡି । ତେଣୁ ମହିଳାଙ୍କ ଭୋଟ ସମ୍ପୂର୍ଣ୍ଣ ଭାବେ ବିଜେଡି ଓ ନବୀନ ବାବୁଙ୍କ ସପକ୍ଷରେ ଅଧିକ ଯିବ । ଯୁବ ଓ ବରିଷ୍ଠ ନାଗରିକ ବିକାଶକୁ ଗୁରୁତ୍ବ ଦେଉଛନ୍ତି । ବିକାଶ ପ୍ରସଙ୍ଗ ହେବ । ଯେଉଁଥିରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ହେବେ । ପଞ୍ଚାୟତ ପରି ପୌରରେ ମଧ୍ୟ ବିଜେଡିକୁ ଅଲୌକିକ ସଫଳତା ମିଳିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.