ETV Bharat / city

କାହାକୁ ମିଳିବ ଭାରତରତ୍ନ ? ବିଜେଡି କହିଲା ବିଜୁ ବାବୁଙ୍କୁ ମିଳୁ, କଂଗ୍ରେସର ଦାବି ଆଗ ମହତାବ

author img

By

Published : Mar 4, 2021, 7:04 PM IST

Updated : Mar 4, 2021, 8:29 PM IST

ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ତାଙ୍କୁ ଭାରତରତ୍ନ ଦେବାକୁ ଦାବି ଉଠିଛି । ଏପଟେ କଂଗ୍ରେସ କହିଲା ଆଗ ହରେକୃଷ୍ଣ ମହତାବଙ୍କୁ ମିଳୁ । ଅଧିକ ପଢନ୍ତୁ...

କାହାକୁ ମିଳିବ ଭାରତରତ୍ନ !
କାହାକୁ ମିଳିବ ଭାରତରତ୍ନ !

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ତାଙ୍କୁ ଭାରତରତ୍ନ ଦେବାକୁ ଦାବି ଉଠିଛି । ଏନେଇ ବିଜେଡି ନେତା ସୁବାଷ ସିଂ କହିଛନ୍ତି ଯେ, ସବୁ ସ୍ତରରେ ଉଦ୍ୟମ ହେବା ଉଚିତ । ବିଜୁ ପଟ୍ଟନାୟକ ଏପରି ଜଣେ ନେତା ଯାହାଙ୍କ ଉପରେ ତିନୋଟି ଦେଶର ପତାକା ପଡିଥିଲା । ଏଭଳି ବିରଳ ନେତା ଭାରତର ଗୈରବ । ଏଣୁ ତାଙ୍କୁ ଭାରତ ରତ୍ନ ମିଳିବା କଥା ।

କାହାକୁ ମିଳିବ ଭାରତରତ୍ନ ?

ସେହିପରି ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, ଆଗ ହରେକୃଷ୍ଣ ମହତାବଙ୍କୁ ଭାରତ ରତ୍ନ ଦିଆଯାଉ, ତାପରେ ବିଜୁବାବୁଙ୍କୁ ଭାରତରତ୍ନ ମିଳୁ । ବିଜୁ ବାବୁ ପାଇବା ପାଇଁ ଯୋଗ୍ୟ ବୋଲି ମଧ୍ୟ କହିଛନ୍ତି ସୁର ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 4, 2021, 8:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.