ETV Bharat / city

ବ୍ରଜରାଜନଗଗରେ ବିଜେଡି ଜିତିବ: ମନ୍ତ୍ରୀ ଟୁକୁନି ସାହୁ

author img

By

Published : May 18, 2022, 10:33 PM IST

ବ୍ରଜରାଜନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ବିଜେପିର କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ରୀୟ ନେତୃତ୍ବ ଆସିଲେ ବି ବ୍ରଜରାଜନଗରରେ କିଛି ଫରକ ପଡିବନି । ବିଜେଡି ନିଶ୍ଚୟ ବିଜୟ ଲାଭ କରିବ । ଅଧିକ ପଢନ୍ତୁ

ମନ୍ତ୍ରୀ ଟୁକୁନି ସାହୁ
ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ବିଜେପିର କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ରୀୟ ନେତୃତ୍ବ ଆସିଲେ ବି ବ୍ରଜରାଜନଗରରେ କିଛି ଫରକ ପଡିବନି । ବିଜେଡି ନିଶ୍ଚୟ ବିଜୟ ଲାଭ କରିବ । ବ୍ରଜରାଜନଗର ଉପନିର୍ବାଚନ ନେଇ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି ବିଜେପିର କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ରୀୟ ନେତୃତ୍ବ ଆସିଲେ ବି ବ୍ରଜରାଜନଗରରେ କିଛି ଫରକ ପଡିବନି । ବିଜେଡି ନିଶ୍ଚୟ ବିଜୟ ଲାଭ କରିବ । ମହିଳାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି, ମହିଳାଙ୍କ ଭୋଟ ସବୁବେଳେ ବିଜୁ ଜନତା ଦଳକୁ ଯିବ, ସେ ଆଶା ଏବଂ ବିଶ୍ବାସ ଅଛି । ଅଳକା ମହାନ୍ତି ବହୁତ ଭୋଟରେ ଜିତିବେ ।

ଯେତେ ନିର୍ବାଚନ ବା ଉପନିର୍ବାଚନ ଆସିଛି ସବୁଥିରେ ବିଜୁ ଜନତା ଦଳକୁ ସବୁବେଳେ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଯୋଜନା ଏବଂ ତାର ସଫଳ ରୂପାୟନ ଏବଂ ଚିନ୍ତାଧାରା ଲୋକ ମାନଙ୍କ ପାଖରେ ପହଞ୍ଚିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.